Breaking

ବାୟୁସେନାରେ ବାହୁବଳୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭାରତୀୟ ବାୟୁସେନା ରେ ସାମିଲ୍ ହେଲା ବାହୁବଳୀ । ଆନୁଷ୍ଠାନିକ ଭାବେ ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । ପଂଜାବର ଅମ୍ୱାଲା ଏୟାରବେସ୍ ରେ ବିଶେଷ ପୂଜାର୍ଚନା ପରେ ବାୟୁସେନାରେ ସାମିଲ ହୋଇଛି ବାହୁବଳି ରାଫେଲ୍ ।…
Read More...

କୋଭିଡ଼ ପରବର୍ତ୍ତୀ ସବୁଜ ପୁନରୁଦ୍ଧାର ଯୋଜନାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ ଉଦ୍ଦେଶ୍ୟରେ ଗ୍ରୀନ୍‌ପିସ୍ ଇଣ୍ଡିଆ…

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କୋଭିଡ଼-୧୯ ମହାମାରୀ ଆମ ଉପଲବ୍ଧ ଖାଦ୍ୟ ବ୍ୟବସ୍ଥାର ସୀମିତତା ଏବଂ ଦୁର୍ବଳତା ପଦାରେ ପକାଇ ଦେଇଛି । ସକ୍ଷମ ଓ ସୁସ୍ଥ ରହିବା ସହ ବିଭିନ୍ନ ସଂକ୍ରମଣ ଓ ଅସୁସ୍ଥତା ବିରୋଧରେ ଆମର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ…
Read More...

ଭିଏସ୍ଏସ୍ ନଗରରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ମହାମାରୀ କୋଭିଡ-୧୯ ସମୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଭିଏସସନଗରର ବିଭିନ୍ନ ବସ୍ତି ଅଞ୍ଚଳରେ ଜୟ ଜଗନ୍ନାଥ ଚାରିଟେବୁଲ_ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ୧୦୦ରୁ ଉର୍ଦ୍ଧ୍ବ ସ୍କୁଲ୍ ପିଲାମାନଙ୍କୁ ବହି, ଖାତା, କଲମ, ପେନ୍ସିଲ,…
Read More...

ମହାବୀର ସାମାଜିକ ସଂଗଠନ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆର୍ଦଶକୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଭୁବନେଶ୍ୱର ବିଜୁ ଜନତା ଦଳର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର…
Read More...

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପାଇକ ମହାସଂଘ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଇଂଗ୍ରେଜ ବିରୋଧି ଲଢେଇ ହେଉ ଅବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉ କିମ୍ବା ଦୁଃଖ, ଦୁର୍ଦଶା, ଭୋକିଲା ମଣିଷଙ୍କ ନିକଟରେ ପାଇକ ମାନେ ସାହାଯ୍ୟ କରିବାକୁ ସେମାନଙ୍କର କର୍ତ୍ତବ୍ୟ ବୋଲି ମନେକରନ୍ତି । ଏହି ଅବସରରେ ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ବନ୍ୟା…
Read More...

ମାଣିଆବନ୍ଧ ବୁଣାକାରଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ପରିଚୟ ଫାଉଣ୍ଡେସନ୍‌

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ବିପତ୍ତି ସମୟରେ ଦୁର୍ଦ୍ଦଶା ଭିତରେ ଥିବା ବୁଣାକାର ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି ପରିଚୟ ଫାଉଣ୍ଡେସନ୍ । ବୁଣାକାରମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟାଯାଇଛି । ୪୭୫ ବୁଣାକାର ପରିବାରଙ୍କୁ ଏହି ସାମଗ୍ରୀ ଦିଆଯାଇଛି । ପରିଚୟ ଫାଉଣ୍ଡେସନ୍‌ର…
Read More...