Breaking

ଆପଣ ଜାଣନ୍ତି କି ଝିଅ ପିଲାଙ୍କ ସାର୍ଟ ରେ କାହିଁକି ପକେଟ ନଥାଏ ? ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

0

ଆପଣ ଆଜିକାଲି ଝିଅଙ୍କୁ ଜିନ୍ସ ଟି- ସାର୍ଟ ଓ ଟ୍ରାଉଜର ରେ ଦେଖୁଥିବେ | ପ୍ରଥମେ କେବଳ ପୁଅ ମାନେ ପିନ୍ଧୁଥିଲେ ମାତ୍ର ଏବେ ସମୟ ବଦଳି ଯାଇଛି ଓ ଝିଅ ମାନେ ମଧ୍ୟ ଏ ସବୁ ପିନ୍ଧୁସନ୍ତି | ଆପଣ ଜାଣିଛନ୍ତି କି ପୁଅ ଓ ଝିଅଙ୍କ ପୋଷାକରେ ଅନେକ ଫରକ ହେଇଥାଏ | ଆପଣ ପୁଅ ଙ୍କ ସାର୍ଟ ରେ ପକେଟ ଥିବାର ତା ଦେଖିଥିବେ କିନ୍ତୁ ଆପଣ ଜାଣନ୍ତି କି ଝିଅ ଙ୍କ ସାର୍ଟ ରେ କାହିଁକି ପକେଟ ନଥାଏ | ତେବେ ଚାଲନ୍ତୁ ଆଜି ଜାଣିବା ସେ ବିଷୟରେ…

ଝିଅ ମାନକ ସାର୍ଟ ରେ ପକେଟ ନ ହେବାର ଏକ ବୈଜ୍ଞାନିକ କାରଣ ମଧ୍ୟ ଅଛି | ମାତ୍ର କିଛି ଲୋକ ଭାବନ୍ତି ଏହା ଏକ ପରମ୍ପରା ହିସାବରେ ରହି ଅଛି | ଲୋକ ମାନେ ଝିଅଙ୍କ କପଡା ନେଇ ଭାବନା ଅଲଗା ଅଟେ  |

ଏକଥା ମଧ୍ୟ କୁହାଯାଏ ଝିଅ ମାନକ ସାର୍ଟ ରେ ପକେଟ ରହିଲେ ସେମାନଙ୍କ ସୁନ୍ଦରତା ମଧ୍ୟ କମିଯାଏ | ଝିଅ ମାନକ ସାର୍ଟ ରେ ପକେଟ ବନେଇ ଦେଲେ ଏହା ଏକ ଅସୁନ୍ଦର ଦେଖା ଯିବା ସହ ଝିଅ ମାନକ ସୁନ୍ଦରତା ମଧ୍ୟ ଭଲ ଲାଗି ନଥାଏ | ସେଠି ପାଇଁ ଝିଅଙ୍କ ଡ୍ରେସ ରେ କପଡା ନଥାଏ |

ଆଗରୁ ଲୋକ ଝିଅଙ୍କୁ ଏକ ସୁନ୍ଦର ଜିନିଷ ଭାବୁଥିଲେ ଓ ତାଙ୍କ କପଡ଼ାରେ କୌଣସି ପରିବର୍ତନ ହଉନଥିଲା ,ମାତ୍ର ଏବେ ଝିଅ ମାନେ ନିଜ ଇଚ୍ଛା ହିସାବରେ କପଡା ପିନ୍ଧୁସନ୍ତି ଓ କେହି ମଧ୍ୟ ଏ କଥାର କୌଣସି ଅପତୀ ରଖୁନାହାନ୍ତି କି ଝିଅ କପଡା ରେ ପକେଟ ରହୁ କି ନ ରହୁ କିଛି ଫରକ ପଡୁନାହିଁ | ଏବେ ସେମାନେ ନିଜ ହିସାବରେ ଡ୍ରେସ ପିନ୍ଧି ପାରୁଛନ୍ତି |

loading...

Leave A Reply

Your email address will not be published.