Breaking

ସଜେଇ ହେଉଛି କିର୍ତ୍ତୀରାଜି

ଶ୍ରୀକ୍ଷେତ୍ର ପରେ ଏବେ ଟାର୍ଗେଟରେ ଲିଙ୍ଗରାଜ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସଜେଇ ହଉଛି କିର୍ତ୍ତୀରାଜି।ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ କିର୍ତ୍ତୀରାଜିକୁ ସୁରକ୍ଷିତ କରି ରଖିବା ପାଈ ସରକାର କରିଛନ୍ତି ମାଷ୍ଟରପ୍ଲାନ। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଚତୁପାର୍ଶ୍ୱରେ ଏବେ ନବୀକରଣ କାମ ଆରମ୍ଭ ହେବା ସହ ସୁନ୍ଦର ବୃକ୍ଷ ଓ ଆଲୋକମାଳାରେ ସଜେଇ ହୋଇଛି ପରିବେଶ।ମନ୍ଦିର ଆଗରେ ଲୁଚିଯାଇଥିବା ଦେବୀ ପାଦହରା ପୁଷ୍କରିଣୀ ଆଗରୁ ଦୃଷ୍ଟିଗୋଚର ହେଉ ନଥିବାବେଳେ ବର୍ତମାନ ଏହାର ମନୋରମ ଦୃଶ୍ୟ ଅନେକଙ୍କୁ କରୁଛି ଆକୃଷ୍ଟ। ଏହା ସହିତ ପୋଖରୀ ଭିତରେ ୧୦୮-ଲିଙ୍ଗଯୁକ୍ତ ଛୋଟ ଛୋଟ ମନ୍ଦିର ଶୋଭାକୁ ଦ୍ବିଗୁଣିତ କରୁଛି। ମନ୍ଦିର ଚାରିପେଟ ଅନେକ ସ୍ଥାନ ଜବରଦଖଲ ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ଉଛ୍ଛେଦ କରାଯାଇ ପୁରାତନ କିର୍ତ୍ତୀରାଜିକୁ ସୈନ୍ଦଯ୍ୟକରଣ କରାଯାଉଛି।

loading...

Leave A Reply

Your email address will not be published.