Breaking

ଜନନାୟକ ଜାନକୀ

ଜୟନ୍ତୀ ଅବସରରେ ମନେ ପକାଉଛି ଓଡିଶା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ସେ ଥିଲେ ମହାନ ଜନନାୟକ।ରାଜନିତୀ ଜଣେ ଅନନ୍ୟ ବିନ୍ଧାଣୀ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ସେହିପରି ଜଣେ ବିନ୍ଧାଣୀ। ସାଧାରଣ ପରିବାରରେ ଜନ୍ମ ନେଇ ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ସୃଷ୍ଟି କରିଥିଲେ ନିଜର ସ୍ୱତନ୍ତ୍ର ପରିଚୟ ।ଗରିବ ଓ ଅସହାୟ ବ୍ୟକ୍ତିଙ୍କ ଦୁଃଖ ଦୂର କରିବା ପାଇଁ ତାଙ୍କର ନିଷ୍ଠାପର ପ୍ରୟାସ ଓ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ଆଜିବି ଲୋକଙ୍କ ମନରେ ରହିଛି ।

loading...

Leave A Reply

Your email address will not be published.