Breaking

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ : ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

0

ଭୁବନେଶ୍ବର:ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ । ଏବେ କ୍ୟାବିନେଟରେ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଛି ତାର ଘୋଷଣା ହୋଇଛି।

କ୍ୟାବିନେଟ୍ ମନ୍ତ୍ରୀ

ନବୀନ ପଟ୍ଟନାୟକ- ଗୃହ ଓ ସାଧାରଣ ପ୍ରଶାସନ

ପ୍ରଫୁଲ ମଲ୍ଲିକ- ଖଣି, ଇସ୍ପାତ ଓ ପୂର୍ତ୍ତ, ଗୃହ ବିଭାଗର ସ୍ଵାଧୀନ ଦାୟିତ୍ଵ

ବିକ୍ରମ ଆରୁଖ- ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର

ନିରଞ୍ଜନ ପୂଜାରୀ- ଅର୍ଥ ଓ ଅବକାରୀ

ରଣେନ୍ଦ୍ର ପ୍ରତାପ ସ୍ଵାଇଁ- ଖାଦ୍ୟ ଓ ଯୋଗାଣ, ସମବାୟ

ଅରୁଣ କୁମାର ସାହୁ- କୃଷି, ମତ୍ସ୍ୟ, ପଶୁ ସଂପଦ ଏବଂ ଉଚ୍ଚଶିକ୍ଷା

ଟୁକୁନି ସାହୁ- ମହିଳା ଓ ଶିଶୁ କଲ୍ୟାଣ

ପ୍ରତାପ ଜେନା- ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ

ସୁଦାମ ମାରାଣ୍ଡି- ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା

ପଦ୍ମନାଭ ବେହେରା- ବାଣିଜ୍ୟ ଓ ପରିବହନ, ଯୋଜନା ଓ ସଂଯୋଜନା

ସୁଶାନ୍ତ ସିଂହ- ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ

ନବକିଶୋର ଦାସ- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ

ରାଷ୍ଟ୍ର ପାହ୍ୟା(ସ୍ଵାଧୀନ)

ପଦ୍ମିନୀ ଦିଆନ୍- ହସ୍ତ ଓ ବୟନ ଶିଳ୍ପ

ଅଶୋକ ପଣ୍ଡା- ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା

ସମୀର ରଞ୍ଜନ ଦାଶ- ସ୍କୁଲ ଓ ଗଣ ଶିକ୍ଷା

ଦିବ୍ୟଶଙ୍କର ମିଶ୍ର- ଶକ୍ତି, ଶିଳ୍ପ, ଏମଏସଏମଇ

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ- ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି

ପ୍ରେମାନନ୍ଦ ନାୟକ- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ରଘୁନନ୍ଦନ ଦାସ- ଜଳ ସଂପଦ ଏବଂ ସୂଚନା ଓ ଲୋକସଂପର୍କ

ତୁଷାରକାନ୍ତି ବେହେରା- କ୍ରୀଡ଼ା ଓ ଯୁବସେବା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା

ଜଗନ୍ନାଥ ସାରକା- ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ

ରାଷ୍ଟ୍ରପାହ୍ୟା

ପ୍ରଫୁଲ ମଲ୍ଲିକ- ଗୃହ ବିଭାଗର ସ୍ଵାଧୀନ ଦାୟିତ୍ଵ

loading...

Leave A Reply

Your email address will not be published.