କଟକ: ଧଳ ସାମନ୍ତ ବ୍ରଦର୍ସଙ୍କ ବିରୋଧରେ ଚାଲିଥିବା ବିଭିନ୍ନ ଅପରାଧିକ ମାମଲା ମଧ୍ୟରୁ ଗୋଟିଏ ମାମଲାର ଶୁଣାଣି କାରିଛନ୍ତି କଟକ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍। ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଏହାର ବ୍ୟବହାର କରିବା ଅପରାଧରେ ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି। ୧୯୯୯ରେ ପୁଲିସ ଅଫିସରଙ୍କ ଉପରକୁ ଡିବ୍ରଦର୍ସ ଗୁଳି କରିବା ନେଇ ହୋଇଥିବା ମାମଲାରେ ଆଜି ସଜା ଶୁଣାଇଛନ୍ତି କୋର୍ଟ । ସୁଶାନ୍ତ ଧଳସାମନ୍ତଙ୍କୁ ଏହା ହେଉଛି ପ୍ରଥମ ସଜା । ଅନେକ ଦିନ ହେଲାଣି ସୁଶାନ୍ତ ନାରେ ଅନେକ ଅପରାଧିକ ମାମଲା ଥିଲା ।
Breaking
Samsung Announces Exciting Christmas Offers on Galaxy Wearables in IndiaRed Swastik Society celebrates World Disabled MonthZ1 Apartments Celebrate Winterfest 2024 with Grandeur and InclusivityVLCC Expands it’s Wellness & Beauty Centre in Jagamara, Bhubaneswar, Strengthening Its Eastern India Presence.ରେଭେନ୍ସାରେ ରୁଦ୍ର-୯୧ର ଦ୍ବିତୀୟ ବନ୍ଧୁମିଳନ