Breaking

ରାଜଧାନୀ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ବଡ ଧରଣର ଅଗ୍ନିକାଣ୍ଡ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଅଘଟଣ। ପେଟ୍ରୋଲ ପମ୍ପରେ ଥିବା ସି ଏନ୍ ଜି ଟାଙ୍କିରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା। ଅଞ୍ଚଳକୁ ସିଲ କରି ଉଦ୍ଧାରକାର୍ଯ୍ ଆରମ୍ଭ ହୋଇଛି।ସ୍ଥାନୀୟ ଲୋକଙ୍କ କହିବାନୁସାରେ ପେଟ୍ରଲ ପମ୍ପରେ ପ୍ରଚଣ୍ଡ ଥିଲା ବିସ୍ଫୋରଣ। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର ପ୍ରକୃତ କାରଣ ଜଣା ପଡିନାହିଁ। ସେପଟେ ଅଗ୍ନିକାଣ୍ଡରେ ଜଣେ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳଛି।ତେବେ ସିପିଙ୍କ ସୂଚନା ଅନୁସାରେ ପରିସ୍ଥିତିକୁ ଅନୁଧ୍ୟାନ କରି ହି ଘଟଣା ସମ୍ପର୍କରେ ବିବରଣୀ ଦିଆଯିବ।

loading...

Leave A Reply

Your email address will not be published.