Breaking

ଚିନ୍ତା ବଢାଇଲା ସଂକ୍ରମଣ

୨୦ଜଣ କରୋନା ପଜିଟିଭ୍ ଚିହ୍ନଟ :ଗଞ୍ଜାମରୁ ୧୭ ଓ ମୟୁରଭଞ୍ଜରୁ ୩ ପଜିଟିଭ ଚିହ୍ନଟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରାଜ୍ୟରେ ୨୦୦ ଟପିଲା କରୋନା ଆକାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନକରେ ରାଜ୍ୟରେ ୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି ।ଆଜି ଦିନକରେ ଗଞ୍ଜାମରେ ୧୭ଓ ମୟୁରଭଞ୍ଜରେ ସଂଖ୍ୟା ୩ରେ ପହଞ୍ଚିଛି। ଏହାସହ ମୟୂରଭଞ୍ଜ ଜିଲ୍ଲା କରୋନା ସଂକ୍ରମିତ ତାଲିକାରେ ସ୍ଥାନ ପାଇଛି।

loading...

Leave A Reply

Your email address will not be published.