Breaking

ରକ୍ତାଭାବ ଦୂରିକରଣ ନିମନ୍ତେ ଆୟୋଜିତ ହେଲା ରକ୍ତଦାନ ଶିବିର

ସଂଗୃହିତ ହେଲା ୩୫ ୟୁନିଟ୍ ରକ୍ତ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ମାର୍ଗଦର୍ଶନରେ ଧଉଳି ଗ୍ରାମପଞ୍ଚାୟତ ର ସମିତିସଭ୍ୟ ଭଗବାନ ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ରେ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା।କରୋନା ମହାମାରୀରେ ରକ୍ତର ଅଭାବ ଦୂର କରିବା ପାଇଁ ଧଉଳି ଗ୍ରା.ପ. ରେ ସମିତିସଭ୍ୟ ତଥା ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଭଗବାନ ସାହୁଙ୍କ ଦ୍ବାରା ଏହି ଶିବିରର ଆୟୋଜନ କରାଯାଇଥିଲା। ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ଯୋଗ ଦେଇ ଏଭଳି କାର୍ଯ୍ୟ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବ୍ୟକ୍ତ କରିଥିଲେ।

loading...

Leave A Reply

Your email address will not be published.