Breaking
Browsing Category

ରାଜ୍ୟ

ଦ୍ବିତୀୟ ମୁଣ୍ଡ ନେଲା କରୋନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ରାଜ୍ୟରେ କୋରନାେ ଦ୍ବିତୀୟ ମୃତ୍ୟୁ।ପୂର୍ବରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଜଣେ ମୃତ୍ୟୁ ବରଣ କରିଛନ୍ତି।ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କହାଯାଇଛି। ରାଜ୍ୟରଆ…
Read More...

ରାଜ୍ୟରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଗଞ୍ଜାମରୁ ପୁଣି ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ଛୁଇଁଛି । ଏମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହେଲେଣି । ଏବେ ୧୦୯ ଆକ୍ରାନ୍ତଙ୍କ ଚିକିତ୍ସା…
Read More...

ଆଜି ଚେତାବନୀ । କାଲି କାର୍ଯ୍ୟାନୁଷ୍ଠାନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଚେତାବନୀ ଦେଲା ପୋଲିସ୍। କାଲି ଠାରୁ ଗଣିବାକୁ ପଡିବ ତଣ୍ଡ। ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା । ୧୨ ଘଣ୍ଟା ଯାଏଁ କେହି ଘରୁ ବାହାରକୁ ଆସିବେ ନାହି। ରାଜ୍ୟର ସମସ୍ତ ୩ଟି ଜୋନରେ ବଳବତ୍ତର ରହିବ ଏହି ନିୟମ। ପୂରା ଓଡିଶାରେ ଅଖ ଚକ ବନ୍ଦ ରହିବ ।…
Read More...

ସମାଜ ସେବାହି ମୋର ଏକମାତ୍ର ବ୍ରତ: ଯୁବନେତା ଅଭିଳାଷ ମାଣିଆ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଯୁବ ନେତା ତଥା ଓଡିଶା ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଅଭିଳାଷ ମାଣିଆ ଏହି ବିଶ୍ବ ମହାମାରୀ କରୋନା ପରିସ୍ଥିତିରେ ଭୁବନେଶ୍ବର ବାସୀଙ୍କ ସୁଖଦୁଃଖରେ ନିଜକୁ ସାମିଲ୍ କରିବା ସହ ନିଜ ସହଯୋଗୀ ମାନଙ୍କ ପ୍ରତ୍ୟକ୍ଷ…
Read More...

ଘାଟିରେ ଓଲଟିଲା ବସ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ପରି ମହାମାରୀ ଏବେ ଗ୍ରାସ କରିଥିବା ବେଳେ ଏକ ଦୁଃଖ ଖବର ଜନସାଧାରଣରଙ୍କ ଜନମାନସକୁ ବ୍ୟଥିତ କରିଛି। ପ୍ରବାସୀ ଓଡିଆଙ୍କୁ ନେଇ ଓଡିଶା ଫେରିବା ବେଳେ ଘାଟିରେ ଓଲଟିଛି ବସ। ଭଞ୍ଜନଗର କଳିଙ୍ଗା ଘାଟିର ବସ୍ ଓଲଟିଲା । ସୁରତରୁ ଓଡିଶା ଫେରନ୍ତାଙ୍କୁ ନେଇ…
Read More...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଧନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବର୍ତ୍ତମାନ ସମୟରେ ବିପଦର ବନ୍ଧୁ ସାଜିଛନ୍ତି କରୋନା ଯୋଦ୍ଧା । ସାରା ଦେଶକୁ ଏହି ମହାମାରୀ ଭୁତାଣୁ ଦାଉରୁ ରକ୍ଷା କରିବା ପାଇଁ ଦିନ ରାତି ଏକ କରିଦେଉଛନ୍ତି କରୋନା ଯୋଦ୍ଧା । ଏମାନେ ନିଜ ଦୁଃଖ କଷ୍ଟକୁ ଭୁଲି କିଭଳି ଦେଶକୁ ଏହି ମହାମାରୀରୁ ରକ୍ଷା…
Read More...

ଭିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହର ଗଳିକନ୍ଦି ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ…
Read More...

ଭି ଏସ୍ ଏସ୍ ନଗର ଯୁବପିଢୀଙ୍କ ନିଆରା ପ୍ରୟାସ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବୀର ସୁରେନ୍ଦ୍ର ସାଏ ନଗର ସ୍ତିତ ଶ୍ରୀ ଶ୍ରୀ ଭୁବନେଶ୍ବରୀ ମନ୍ଦିର ପରିସର ରେ କରୋଣା ମହାମାରୀ ପୀଡ଼ିତଙ୍କ ପାଇଁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଯୁବନେତା ତଥା ସମାଜସେବୀ ପୁରଞ୍ଜନ ପାଢ଼ୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି ରକ୍ତ ଦାନ…
Read More...

ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୫କୁ ବୃଦ୍ଧି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତ ବାଲେଶ୍ୱରର ଏବଂ ସେମାନେ କଲିକତାରୁ ଫେରିଥିବା ନେଇ ଜଣାପଡିଛି। ସମସ୍ତ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ…
Read More...