Breaking
Browsing Category

ରାଜ୍ୟ

ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ଥିବା ୩୩୬ଟି ସିନେମା ତାଲିକାରେ ସ୍ଥାନ ପାଇଛି କାଲିର ଅତୀତ’

ଭୁବନେଶ୍ୱର: ଜଳବାୟୁ ପରିବର୍ତନ ଭଳି ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ନୀଳମାଧବ ପଣ୍ଡାଙ୍କ ସିନେମା “କାଲିର ଅତୀତ’ ସହିତ ଭାରତର ତିନିଟି ଫିଲ୍ମ ଓସ୍କାର ଦୌଡ଼ରେ ସାମିଲ ହୋଇଥିବା ୩୩୬ଟି ସିନେମାର ତାଲିକାରେ ସ୍ଥାନ ପାଇଛି । ଦି ଏକାଡେମି ଅଫ୍ ମୋସନ ପିକ୍‌ଚର ଆର୍ଟସ୍ ଆଣ୍ଡ୍ ସାଇନ୍‌ସେସ୍ ପକ୍ଷରୁ…
Read More...

ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି

ଗତକିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଏଣୁ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଓ ପ୍ରତିକାରମୂଳକ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା…
Read More...

ବିଜେବି ସୁପର୍ ଲିଗ୍ ର ପ୍ରଥମ ସଂସ୍ମରଣ ଉଦ୍‌ଘାଟିତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ର ଛାତ୍ର ସଂଗଠନ ଦ୍ୱାରା ଅୟୋଜିତ ବିଜେବି ସୁପର୍ ଲିଗ୍ ର ପ୍ରଥମ ସଂସ୍କରଣ ର ମୁଖ୍ୟ ଅତିଥି ମାନ୍ୟବର ଉତ୍ତର ଭୁବନେଶ୍ବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଙ୍କ ଦ୍ୱାରା ଉଦଘାଟିତ ହେଇଯାଇଅଛି। ଏତତ୍ ବ୍ୟତୀତ ଏଥିରେ…
Read More...

ଆବ୍‌ସୋଲ୍ୟୁଟ୍ ବାର୍ବେକ୍ୟୁସ୍‌ରେ ସି ଫିଷ୍ଟ

ଭୁବନେଶ୍ୱର: ଆବ୍‌ସୋଲ୍ୟୁଟ୍ ବାର୍ବେକ୍ୟୁସ୍‌ରେ ଫେବୃଆରୀ ୧୯ରୁ ମାର୍ଚ୍ଚ ୫ ତାରିଖ,୨୦୨୧ ପର୍ଯ୍ୟନ୍ତ ସି’ଫୁଡ୍‌ର ଏକ ଏକ୍‌ଜୋଟିକ ବିସ୍ତାର ସି ଫିଷ୍ଟ୍ ଅଣାଯାଇଛି । ସି’ଫିଷ୍ଟ୍ ଆଟ୍ ଏବିସ୍ ଆପଣଙ୍କୁ ସୁସ୍ୱାଦୁ ଖାଦ୍ୟଗୁଡିକର ଏକ ନୂଆ ଦୁନିଆକୁ ନେଇଯିବ ଯାହା ସାମୁଦ୍ରିକ ଖାଦ୍ୟର ସ୍ୱତନ୍ତ୍ର…
Read More...

ଓସ୍କାର ଦୌଡ଼ରେ ନୀଳ ମାଧବଙ୍କ ‘କାଲିର ଅତୀତ

ଭୁବନେଶ୍ୱର: ନୀଳ ମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଆହୁରି ଅନେକ ବର୍ଗ ପାଇଁ ଓସ୍କାର ଦୌଡ଼ରେ ସାଧାରଣ ବର୍ଗରେ ପ୍ରବେଶ କରିଛି । ଏହି ଚଳଚ୍ଚିତ୍ରଟିର କାହାଣୀ ଜଳବାୟୁ ପରିବର୍ତନ ଏବଂ ସମୁଦ୍ର ପତନ…
Read More...

ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ମହିଳାଙ୍କୁ ସହାୟତା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଟେକ୍ ମହେନ୍ଦ୍ରା ଫାଉଣ୍ଡେସନ୍ ସହଯୋଗରେ କୋଭିଡ୍ - ୧୯ ମହାମାରୀ ସମୟରେ ଅଧିକ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦିଆଯାଇଛି । ଆଠଗଡ଼ ନିକଟସ୍ଥ ମାଣିଆବନ୍ଧ ଗ୍ରାମରେ ଥିବା ବୁଣାକାର ପରିବାରର ୫୦୦ ମହିଳାଙ୍କୁ ସହାୟତା ଦିଆଯାଇଛି ।…
Read More...

କାଳିଆ ଯୋଜନାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ…
Read More...