Breaking
Browsing Category

ରାଜ୍ୟ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅଟୋମେସନ ଯୁଗରେ ବିଭିନ୍ନ ନିଯୁକ୍ତି ଲାଗି ଦକ୍ଷତା’ ଉପରେ ମୋ କଲେଜ ପକ୍ଷରୁ…

ନିଯୁକ୍ତି ମାପକାଠି ହେଉଛି ଦକ୍ଷତା। ତେଣୁ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବ୍ୟାପକ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଲାଗି ଦକ୍ଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ସୋମବାର…
Read More...

ଭି.ଏସ୍‌.ଏସ୍ ନଗର ଠାରେ ଲୋକାର୍ପିତ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର

ଭୁବନେଶ୍ୱର ମହାନଗର ନିଗମ ଭି.ଏସ୍‌.ଏସ୍ ନଗର ୱାର୍ଡ଼ ନଂ ୧୧ ଠାରେ ଭୁବନେଶ୍ୱରର ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଉତ୍ତର ଭୁବନେଶ୍ୱର ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗରନିଗମ ମେୟର ଶ୍ରୀମତୀ…
Read More...

‘ମୋ କଲେଜ’ ଅଭିଯାନ ଅଧୀନରେ ୧୩ଟି ମହାବିଦ୍ୟାଳୟ ପାଇଁ ୮୫ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର, ୯ ସେପ୍ଟେମ୍ବର ୨୦୨୨: ‘ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମରେ ଶୁକ୍ରବାର ଦିନ ରାଜ୍ୟ ସରକାର ୧୩ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ…
Read More...

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

ସବୁଆଡ଼େ ଉତ୍ସବର ମାହୋଲ ଚାଲିଥିବା ବେଳେ ସ୍ଥାନୀୟ ଭି.ଏସ୍‌.ଏସ୍ ନଗର ୱାର୍ଡ଼ ନଂ-୧୧ ଆସିଛି ଏକ ଦୁଃଖ ଦାୟକ ଖବର । ସୂଚନା ଅନୁସାରେ ଭି.ଏସ୍‌.ଏସ୍ ନଗର ପାଣିଟାଙ୍କି ସମ୍ମୁଖରେ ଥିବା ଏକ ଫଳ ଦୋକାନରେ ଦୋକାନୀ ରୋଷେଇ କରୁଥିବା ସମୟରେ ଗ୍ୟାସ୍ ଫାଟି ଅଗ୍ନିକାଣ୍ଡ ହୋଇଥିଲା । ଅଗ୍ନିକାଣ୍ଡର…
Read More...

ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ

*ବିପର୍ଯ୍ୟୟ ସମୟରେ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ *କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍ *ସୃଷ୍ଟି ହେବ ୧୪୪ଟି ପଦବୀ ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା ଉପରେ…
Read More...

କନ୍ଧମାଳ ବିକାଶ ପାଈ ଅଣ୍ଟା ଭିଡିଛନ୍ତି କରେନ୍ଦ୍ର

ଦିଲ୍ଲୀ ରେଲଭବନ ଠାରେ ମାନନୀୟ ଶ୍ରୀଯୁକ୍ତ ଅଶ୍ବିନୀ ବୈଷ୍ଣବ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ମୁନିଗୁଡ଼ା ଠାରୁ ଖୋର୍ଦ୍ଧା ଭାୟା କୋଟଗଡ,ତୁମୁଡ଼ିବନ୍ଧ,ବାଲିଗୁଡା ନୂଆଗାଁ ଓ ଫୁଲବାଣୀ ଦେଇ ନୂତନ ରେଳପଥ କରିବା ପାଇ କରେନ୍ଦ୍ର ମାଝି ପ୍ରସ୍ତାବ ଦେଇଛନ୍ତି। ମନ୍ତ୍ରୀ ଏହା ପ୍ରଥମ ପ୍ରସ୍ତାବ…
Read More...