Breaking
Tata Motors leads the way with innovative, sustainable and intelligent mobility solutions at EXCON 2025Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: Kotak
Browsing Category
ଦେଶ ବିଦେଶ
ବିହାର ନିର୍ବାଚନ : ଆଜି ଶପଥ ଗ୍ରହଣ
ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:
ବହୁ ପ୍ରତୀକ୍ଷିତ ବିହାର ବିଧାନସଭା ସାଧାରଣ ନିର୍ବାଚନର ଆଜି ଶପଥ ଗ୍ରହଣ ଉତ୍ସବ। ଶପଥ ଗ୍ରହଣ ପରେ ନୀତିଶ କୁମାର କ୍ରମାଗତ ୪ର୍ଥ ଥର ପାଇଁ ରାଜ୍ୟ ଶାସନର ଭାର ସମ୍ଭାଳିବେ। ଅନ୍ୟାନ୍ୟ ୧୪ ଜଣ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମଧ୍ୟ ଆଜି ଶପଥ ପାଠ କରିବେ। ବିଜେପି ର…
Read More...
Read More...
ବିହାର ନିର୍ବାଚନରେ ପୁନଃ ଗଣତି???
ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:
ଗତ ଅକ୍ଟୋବର ୨୮ ରୁ ନଭେମ୍ବର ୭ ପର୍ଯ୍ୟନ୍ତ ବିହାରରେ ଚାଲିଥିଲା ବିଧାନସଭା ସାଧାରଣ ନିର୍ବାଚନ। ଆର୍ ଜେ ଡି ମହାଗଠବନ୍ଧନ୍ ପକ୍ଷରୁ ତେଜସ୍ଵୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ବେଳେ ଏନ୍ ଡି ଏ ପକ୍ଷରୁ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଦୌଡ଼ ରେ ସାମିଲ…
Read More...
Read More...
ଉପନିର୍ବାଚନ ଜନାଦେଶ : ବିଜେପି ଆଗୁଆ
ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:
ଦେଶର ୧୧ ଟି ରାଜ୍ୟରେ ୫୪ଟି ବିଧାନସଭା ଆସନ ପାଇଁ ଚାଲିଥିବା ଉପନିର୍ବାଚନ ରେ ବିଜେପି ୪୦ ରୁ ଉର୍ଦ୍ଧ୍ୱ ଆସନ ରେ ଆଗୁଆ ରହିଛି। ଗୁଜୁରାଟ ର ୮ ଟି ଆସନରୁ ୩ଟି ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୫ ଟି ଆସନରେ ବିଜେପି ଆଗୁଆ ରହିଛି। ସେହିପରି…
Read More...
Read More...
ବିହାର ନିର୍ବାଚନ : ଏନ୍ ଡି ଏ ଏବଂ ମହାଗଠବନ୍ଧନ ମଧ୍ୟରେ କଡ଼ା ଟକ୍କର
ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:
ଦେଶରେ ଉପନିର୍ବାଚନ ସହ ସମସ୍ତଙ୍କ ଆଖି ରହିଛି ବିହାର ନିର୍ବାଚନ ଉପରେ। ବିହାରର ୨୪୩ ଟି ସିଟ୍ ମଧ୍ୟରେ ଗଣତି ଚାଲିଥିବା ବେଳେ ତେଜସ୍ଵୀ ଯାଦବଙ୍କ ମହାଗଠବନ୍ଧନ ଏବଂ ନୀତିଶ କୁମାରଙ୍କ ଏନ୍ ଡି ଏ ମଧ୍ୟରେ କଡ଼ା ଟକ୍କର ପରିଲକ୍ଷିତ ହୋଇଛି। ଏ ପର୍ଯ୍ୟନ୍ତ…
Read More...
Read More...
ଭୋଟ ଗଣତି ଆରମ୍ଭ
ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:
ରାଜ୍ୟରେ ବାଲେଶ୍ଵର ଏବଂ ତିର୍ତ୍ତୋଲ ଉପନିର୍ବାଚନ ର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଦେଶରେ ବିହାର ନିର୍ବାଚନର ଭୋଟ ଗଣତି ଆରମ୍ଭ।
ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ବାଲେଶ୍ଵର ରେ ବିଜେଡ଼ିକୁ ୩୪୨୭ଟି ଭୋଟ ମିଳିଥିବା ବେଳେ ବିଜେପି କୁ ମିଳିଛି ୨୮୧୨ ଟି…
Read More...
Read More...
ବାଇଡେନଙ୍କ ମୁଣ୍ଡରେ ବିଜୟ ମୁୁକୁଟ
ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
ପ୍ରତିକ୍ଷ୍ୟାର ଅବସାନ ଘଟିଲା ଘୋଷଣା ହେଲେ ବିଜୟୀ ପ୍ରାର୍ଥୀ। ଟ୍ରମ୍ପଙ୍କୁ ହରାଇଲେ ଜୋ ବାଇଡେନ । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବେ ବାଇଡେନ ।
ଡେମୋକ୍ରାଟ ଦଳର ପ୍ରାର୍ଥୀ ବାଇଡେନ ଖତାକୁ ଯାଇଛି ବିପୁଳ…
Read More...
Read More...
ଆମେରିକା ନିର୍ବାଚନ ରେ ମହକାଶରୁ ଭୋଟ ଦେଲେ ମହକାଶଯାତ୍ରୀ
ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:
ଆମେରିକାରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ ଦେଲେ କେଟ୍ ରୁବିନ। ପୃଥିବୀ ପୃଷ୍ଠରୁ ୪୦୮କିମି ଉଚ୍ଚରେ ନାସାର ଇଣ୍ଟରନେସନାଲ ସ୍ପେସ ଷ୍ଟେସନ ରୁ ନିଜର ଭୋଟ ଦାଖଲ କଲେ ରୁବିନ୍। ନାସା ର ଟୁଇଟର ଆକାଉଣ୍ଟ୍ ରେ ମହାକାଶରେ ଥିବା ରୁବିନ୍…
Read More...
Read More...
ଆମ୍ବୁଲାନ୍ସ କୁ ବାଟ ଦେବା ପାଇଁ ଦଉଡ଼ିଲେ ଟ୍ରାଫିକ ପୋଲିସ
ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:
ସୋମବାର ଦିନ ହାଇଦ୍ରାବାଦ ର ବ୍ୟସ୍ତ ବହୁଳ ରାସ୍ତାରେ ଗୋଟିଏ ଆମ୍ବୁଲାନ୍ସ କୁ ବାଟ କଢ଼ାଇବା ପାଇଁ ଜଣେ ଟ୍ରାଫିକ ପୋଲିସ ଦୌଡୁ ଥିବାର ଦେଖିବାକୁ ମିଳିଥିଲା। ଟ୍ରାଫିକ କନେଷ୍ଟବଳ ଜି ବାବଜି ଅବିଦ୍ ଠାରୁ କୋଟି ରୋଡ ପର୍ଯ୍ୟନ୍ତ ପାଖାପାଖି ଦୁଇ କିମି ବାଟ…
Read More...
Read More...
ପୁଣି ଚର୍ଚ୍ଚାରେ “ବାବା କା ଢାବା”
ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:
କିଛିଦିନ ତଳେ ସୋସିଆଲ ମିଡ଼ିଆରେ ଦିଲ୍ଲୀର ବୃଦ୍ଧ ଦମ୍ପତି ଙ୍କ ଜଳଖିଆ ଦୋକାନ "ବାବା କା ଢାବା" ଖୁବ୍ ଚର୍ଚ୍ଚା ରେ ରହିଥିଲା। କରୋନା ପାଇଁ କେହି ତାଙ୍କ ଜଳଖିଆ ଦୋକାନ କୁ ଆସୁନଥିବା କହି କାନ୍ଦି କାନ୍ଦି ନିଜ ଦୁଃଖ ବଖାଣି ଥିଲେ ଦମ୍ପତି। ଏ ନେଇ ଗୌରବ…
Read More...
Read More...
ପ୍ଲାଟଫର୍ମ ଟିକେଟ ରେ ୧୦୦% ଦରବୃଦ୍ଧି!!!
ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:
ଏବେ ପ୍ଲାଟଫର୍ମରେ ପ୍ରବେଶ ପାଇଁ ଅଧିକ ଶୁଳ୍କ ଦେବାକୁ ପଡ଼ିବ। ରେଳବାଇ ଶୀଘ୍ର ଏହାର ପ୍ଲାଟଫର୍ମ ଟିକଟ୍ ଦର ୧୦୦ ପ୍ରତିଶତ ବୃଦ୍ଧି କରିବାକୁ ଧାର୍ଯ୍ୟ କରିଛି। ଯୋଜନାନୁଯାୟୀ, ନଭେମ୍ବର ମାସରେ ରେଳବାଇ ପ୍ଲାଟଫର୍ମ ଟିକଟ ମୂଲ୍ୟ ୧୦ ଟଙ୍କାରୁ ୨୦ ଟଙ୍କାକୁ…
Read More...
Read More...