Breaking

କୋହଳ ହେଲା କଟକଣା

ଜାରି ହେଲା ନିର୍ଦେଶ ନାମା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

କଟକଣା କୋହଳ କଲା ବିଏମସି। କୋଭିଡ୍-୧୯ କଟକଣା ଅନୁଯାୟୀ ନୂଆ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ଓ କେତେଟାରୁ କେତେବେଳ ଯାଏଁ ଦୋକାନ ଗୁଡ଼ିକ ଖୋଲା ରହିବ ସେନେଇ ସ୍ପଷ୍ଟ କରିଛନ୍ତି କତୃପକ୍ଷ।

ସକାଳ ୮ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଏହିସବୁ ଦୋକାନ ଖୋଲା ରହିବ।
ଓମଫେଡ୍, ଓପୋଲପେଡ, ଚିଲିକା ଫ୍ରେସ୍,ଇଲୋକଟ୍ରୋନିକ୍ସ ଉପକରଣ ଦୋକାନ, ମୋଟର ଗ୍ୟାରେଜ୍ , ବ୍ୟଟେରୀ ଦୋକାନ, ମୋଟର ପାର୍ଟ୍ସ ଦୋକାନ ଖୋଲା ରହିବ । ସେହିପରି ପଞ୍ଜିକୃତ ହୋଇଥିବା ଗୋଟିକିଆ ଦୋକାନ, ଜନବସତି ନିକଟରେ ଥିବା ଦୋକାନ ଖୋଲା ରହିବ । ଟାୟାର ଦୋକାନ, ଲୁବ୍ରିକାଣ୍ଟ ଦୋକାନ, ବହି ଦୋକାନ, ସିମେଣ୍ଟ, ଲୁହା ରଡ଼, ଚିପ୍ସ ଦୋକାନ ଖୋଲା ରହିବ ।

loading...

Leave A Reply

Your email address will not be published.