Breaking

ରେଡ଼ ସ୍ୱସ୍ତିକ ସୋସାଇଟି ଓ କମିଶନରେଟ ପୋଲିସ ସହଯୋଗରେ ରକ୍ତଦାନ ଶିବିର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରେଡ଼ ସ୍ୱସ୍ତିକ ସୋସାଇଟି ଓ କମିଶନରେଟ ପୋଲିସ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୋଲିସ ରିଜର୍ଭ ଅଫିସଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତିରିଶ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେଡ଼ ସ୍ୱସ୍ତିକ ର ସେକ୍ରେଟାରୀ ଶ୍ରୀ ଦେବାଶିଷ ପଟନାୟକ, ଡି.ସି.ପି ଶ୍ରୀ ଅନୁପ ସାହୁ, ପୋଲିସ ଅଧିକାରୀ ଲଲାଟେନ୍ଦୁ ମହାନ୍ତି, ବିଜୟ ସାହୁ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ରେଡ଼ ସ୍ୱସ୍ତିକ ପକ୍ଷରୁ ବର୍ତମାନ ର ରକ୍ତ ଅଭାବକୁ ଦୂରୀକରଣ ନିମନ୍ତେ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ଶ୍ରୀ ପଟନାୟକ ମତ ପ୍ରକାଶ କରିଛନ୍ତି ।

loading...

Leave A Reply

Your email address will not be published.