Breaking

୨୩ ବର୍ଷରେ ବିଜେଡି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

୨୩ ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ନିଆରା ଢଙ୍ଗରେ ପାଳନ କରିବାକୁ ଅଣ୍ଟା ଭିଡିଛି ଦଳ। ନିର୍ବାଚନ ମଣ୍ଡଳୀଠାରୁ ଆରମ୍ଭ କରି ଜିଲ୍ଲାସ୍ତର ଓ ରାଜ୍ୟ ସ୍ତରରେ ପ୍ରତିଷ୍ଠା ଦିବସକୁ ପାଳନ କରାଯିବ ।ଦଳୀୟ କାର୍ଯ୍ୟାଳୟରେ ଉତ୍ସବରେ ଯୋଗ ଦେବେ ନବୀନ । ଦଳର କର୍ମୀ ଓ ନେତାଙ୍କୁ କିଛି ନୂତନ ଗୁରୁମନ୍ତ୍ର ଦେଇପାରନ୍ତିି ଦଳ ସୁପ୍ରିମୋ । ସୂର୍ଯ୍ୟପରାଗ ଥିବାରୁ ଦଳର କାର୍ଯ୍ୟସୂଚୀର ପରିବର୍ତ୍ତନ କରାଯାଇଛି । ପୂବାହ୍ନ ପରିବର୍ତ୍ତେ ଅପରାହ୍ନରେ ହୋଇଛି ଭବ୍ୟ ଆୟୋଜନ।

loading...

Leave A Reply

Your email address will not be published.