Breaking

ରାଜଧାନୀ @ ୭୨

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

୭୨ ବର୍ଷରେ ରାଜଧାନୀ ଭୂବନେଶ୍ବର। ୧୯୪୮ ମସିହା ଏପ୍ରେଲ୍ ୧୩ ତାରିଖରେ ସ୍ବାଧିନ ଓଡିଶାର ରାଜଧାନୀ ରୂପେ ମାନ୍ୟତା ପାଇଲା ଭୂବନେଶ୍ବର। ପ୍ରଗତୀ ସହ ପାଦ ମିଶାଇ ଦ୍ରୁତ ଅଗ୍ରଗତି କରିଚାଲିଛି ଭୂବନେଶ୍ବର । ଦେଶର ନଂ ୧ ସ୍ମାର୍ଟ ସିଟିର ମାନ୍ୟତା ପାଇଛି ଭୂବନେଶ୍ବର। ବିକାଶ କଥା କହିବାକୁ ଗଲେ ରାଜଧାନୀ ଫର୍ଦରେ ଯୋଡି ହୋଇଛି ଅନେକ ବିକାଶମୁଖି ଯୋଜନା ।
ହେଲଥ ହବ୍ ପାଲଟିଛି ଭୂବନେଶ୍ବର। କ୍ରିଡା କ୍ଷେତ୍ରରେ ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି।ବୟସ ବୃଦ୍ଧି ସହ ରାଜଧାନୀ ହୋଇଛି ଅଧିକ ସ୍ମାର୍ଟ।

loading...

Leave A Reply

Your email address will not be published.