Breaking

ପରଲୋକରେ ବିଶିଷ୍ଟ ଗାୟକ ଏସ.ପି.ବାଲାସୁବ୍ରମଣ୍ୟମ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପରଲୋକରେ ବିଶିଷ୍ଟ ଗାୟକ ଏସ.ପି.ବାଲାସୁବ୍ରମଣ୍ୟମ । ହିନ୍ଦୀ, ତାମିଲ ଓ ତେଲୁଗୁ ଫିଲ୍ମରେ ଥିଲା ଅନେକ ଅବଦାନ । ମେନେ ପ୍ୟାର କିୟା, ହମ ଆପକେ ହେ କୌନ୍, ଏକ ଦୁଜେ କେ ଲିଏ ଫିଲ୍ମରେ ଗୀତ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।

loading...

Leave A Reply

Your email address will not be published.