Breaking

ଆସନ୍ତାକାଲି କଟକରେ ବନ୍ଦରହିବ ଅଟୋସେବା

0

କଟକ:ଆସନ୍ତା କାଲି ଭାରତୀୟ ବଣିକ ସଂଘର ବନ୍ଦ ଡାକରାକୁ ସମର୍ଥନ କରି କଟକ ଅଟୋ ମହହାସଂଘ ତରଫରୁ ସମସ୍ତ ଅଟୋ ବନ୍ଦ ରହିବ ବୋଲି କଟକ ଅଟୋ ମହାସଙ୍ଘର ଉପ ସଭାପତି ଦେବେନ୍ଦ୍ର ପାଣିଗ୍ରାହୀ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୁଲୱାମା ବିସ୍ଫୋରଣରେ ସହିଦ ଯବାନ ସ୍ମୃତିରେ ନିରବ ପାର୍ଥନା କରାଯିବା ସହ ଦୀପଦାନ କରାଯିବ । କିନ୍ତୁ ଭୁବନେଶ୍ବରରେ ଅଟୋ ଚଳାଚଳ କରିବ ବୋଲି ମହାସଙ୍ଘର ସମ୍ପାଦକ ପଦ୍ମନ କୁମାର ସାମଲ କହିଛନ୍ତି ।

loading...

Leave A Reply

Your email address will not be published.