Breaking

ନୟାପଲ୍ଲୀ ୱାର୍ଡ଼ ନଂ-୩୯ ରେ କରୋନା ସଚେତନତା କାର୍ଯ୍ୟକ୍ରମ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓ ଭୁବaନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର…
Read More...

ନୟାପଲ୍ଲୀ ଶ୍ରୀ ବିନାୟକ ୟୁଥ ଆସୋସିଏସନ୍ ତରଫରୁ ୫ମ ବର୍ଷ ଶ୍ରୀ ରାଧାକୃଷ୍ଣଙ୍କ ପୂଜା

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ନୂଆସାହି ଅଞ୍ଚଳର ଅଗ୍ରଣୀ ଯୁବ ସଂଗଠନ ପକ୍ଷରୁ ପବିତ୍ର କାର୍ତ୍ତିକେଶ୍ବର ପୂଜା ଅବସରରେ ୫ମ ବର୍ଷ ଶ୍ରୀ ରାଧାକୃଷ୍ଣଙ୍କ ପୂଜା ଅଁଳା ନବମୀ ଠାରୁ ଅନୁଷ୍ଠିତ ହୋଇଯାଇଛି, ପୂଜାର କର୍ତ୍ତା ଶ୍ରୀଯୁକ୍ତ ଦିଲ୍ଲୀପ କୁମାର…
Read More...

ଗୀତ ଗାଇଲେ ବିଧାୟକ ସୁର ରାଉତରାୟ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ପ୍ରଥମ ଥର ପାଇଁ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ | ତାହା ପୁଣି ରାପ | ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯାଇଛି | ନିଜର ବେଫିକର ଅନ୍ଦାଜ଼, ବିତର୍କିତ…
Read More...

ସୁନ୍ଦରଗଡ଼ ଜିଲ୍ଲା ଖୁଣ୍ଟଗାଁରେ ହେବ ‘ଟସର ସିଲକ ପାର୍କ’, ‘ସୁନ୍ଦରଗଡ଼ ଟସର’ର ବ୍ରାଣ୍ଡିଂ ଉପରେ ଗୁରୁତ୍ୱ ଦିଆଯିବ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ସୁନ୍ଦରଗଡ଼, ୨୦ ନଭେମ୍ବର ୨୦୨୦: ସୁନ୍ଦରଗଡ ଜିଲ୍ଲାରୁ ଉତ୍ପାଦିତ ହେଉଛି ରାଜ୍ୟର ୧ ନମ୍ବର ଟସର ଖୋସା। ତେବେ ଖୋସାରୁ ସୂତା ବହାର କରି ସେଥିରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ ହୋଇପାରିଲେ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ‘ସୁନ୍ଦରଗଡ଼ ଟସର’ ଏକ ନୂଆ…
Read More...

ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଚଳିତ ଅଧିବେଶନ ଆରମ୍ଭ ହେଉଛି। ଏ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଗାନ୍ଧି ମାର୍ଗରେ…
Read More...

ନୟାପଲ୍ଲୀରେ ବୃକ୍ଷରୋପଣ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହିର ଲେନ୍ ୧୬ରେ ଶ୍ରୀଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ଶ୍ରୀଶ୍ରୀ ମହାବୀର ସାମାଜିକ ସଂଗଠନ…
Read More...

ଟାଟା ମୋଟର୍ସର ଭାରତରେ ଦ୍ୱିତୀୟ ଦୀପାବଳି ଅଭିଯାନର ଶୁଭାରମ୍ଭ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଏହାର ଗ୍ରାହକମାନଙ୍କ ପାଇଁ ଖୁସି ଓ ପାର୍ବଣ ଦିଗୁଣିତ କରି ଟାଟା ମୋଟର୍ସ, ଭାରତର ବୃହତମ ବାଣିଜ୍ୟକ ଯାନ ନିର୍ମାତା ଅଖଣ୍ଡ ସମାରୋହକୁ ସମ୍ପ୍ରସାରିତ କରି ‘ଭାରତର ଦ୍ୱିତୀୟ ଦୀପାବଳି’ ଅଭିଯାନର ଘୋଷଣା କରିଛନ୍ତି । ବିଗତ ବର୍ଷର ବଡ ସଫଳତାର ଖୁସି ପରେ…
Read More...

ବିଳମ୍ବ ହୋଇପାରେ ମାଟ୍ରିକ ଏବଂ ଯୁକ୍ତଦୁଇ ପରୀକ୍ଷା

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଚଳିତ ଶିକ୍ଷାବର୍ଷ ରେ ହେବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା। ଏ ନେଇ ସୂଚନା ଦେଲେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ଦାଶ। ସୂଚନା ଅନୁଯାୟୀ, ମାଟ୍ରିକ ଏବଂ ଯୁକ୍ତଦୁଇ ର ବିଳମ୍ବ ହେଲେ ମଧ୍ୟ ପରୀକ୍ଷା ହେବ। ତିନି ମାସ ଶ୍ରେଣୀ ଗୃହ…
Read More...

ଓଡିଆ ସାହିତ୍ୟ ପୋଡ଼କାଷ୍ଟ୍ “କଥା ଓ କବିତା” ଉନ୍ମୋଚିତ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଶୁଭଦୃଷ୍ଟି ଇ ପତ୍ରିକା ଦ୍ଵାରା କାହାଣୀ ଏବଂ କବିତା ସଂକଳନକୁ ନେଇ ଆରମ୍ଭ କରାଯାଇଛି ପୋଡ଼କାଷ୍ଟ୍ "କଥା ଓ କବିତା"। ଏହି ପୋଡ଼କାଷ୍ଟ୍ ଟି ଓଡ଼ିଶା ତଥା ବିଶ୍ୱରେ ରହୁଥିବା ସମସ୍ତ ଓଡିଆ ସାହିତ୍ୟ ପ୍ରେମୀ ମାନଙ୍କ ପାଇଁ ଏକ ନୂତନ ପ୍ରୟାସ । ଶୁଭଦୃଷ୍ଟି ର…
Read More...

ପରିଚୟ ଫାଉଣ୍ଡେସନର ‘ନାଇନ୍ ଦେବୀସ୍‌’

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଦଶହରା ଓ ଦୀପାବଳି ଅବସରରେ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପ୍ରେରଣାଦାୟୀ ବକ୍ତୃତା ‘ନାଇନ୍ ଦେବୀସ୍‌’ ଅନୁଷ୍ଠିତ ହୋଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କ ସଂଯୋଜନାରେ ଭର୍ଚୁଅ।।ଲ ଟକ୍ ସୋ ଆୟୋଜିତ ହୋଇଥିଲା । ବିଭିନ୍ନ…
Read More...