ବୀରତ୍ବ ଓ ବିଜୟର ଗାଥା ବଖାଣୁଛି କାରଗିଲ ବିଜୟ ଦିବସ-ନିଖିଳ ଓଡିଶା ପାଇକ ମହାସଂଘ
ଅମର ଯବାନଙ୍କ ବଳିଦାନ ତଥା ତ୍ୟାଗ ହେତୁ ଆମେ ଆଜି ସୁରକ୍ଷିତ ଓ ଗର୍ବିତ।ସେହି ଅମର ଜବାନଙ୍କ କାଳଜୟୀ ଆତ୍ମାର ସଦ୍ଗତି ନିମନ୍ତେ ନିଖିଳ ଓଡିଶା ପାଇକ ମହାସଂଘ ତରଫରୁ ଅମର ଜବାନ ସ୍ମାରକୀରେ ନିଖିଳ ଓଡିଶା ପାଇକ ମହାସଂଘର ସଭାପତି ଆଶୋକ ପାଲଟାସିଂହ,ଉପଦେଷ୍ଟା ଶ୍ରୀ ବିଭୂତି ଭୂଷଣ…
Read More...
Read More...