Breaking

କନ୍ଧମାଳ ବିକାଶ ପାଈ ଅଣ୍ଟା ଭିଡିଛନ୍ତି କରେନ୍ଦ୍ର

0

ଦିଲ୍ଲୀ ରେଲଭବନ ଠାରେ ମାନନୀୟ ଶ୍ରୀଯୁକ୍ତ ଅଶ୍ବିନୀ ବୈଷ୍ଣବ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ମୁନିଗୁଡ଼ା ଠାରୁ ଖୋର୍ଦ୍ଧା ଭାୟା କୋଟଗଡ,ତୁମୁଡ଼ିବନ୍ଧ,ବାଲିଗୁଡା ନୂଆଗାଁ ଓ ଫୁଲବାଣୀ ଦେଇ ନୂତନ ରେଳପଥ କରିବା ପାଇ କରେନ୍ଦ୍ର ମାଝି ପ୍ରସ୍ତାବ ଦେଇଛନ୍ତି। ମନ୍ତ୍ରୀ ଏହା ପ୍ରଥମ ପ୍ରସ୍ତାବ କହିବା ସହ ନିଜେ ଇଷ୍ଟ କୋଷ୍ଟ ରେଲ ମ୍ୟାପ୍ କାଢି ଦେଖିଲେ ଏବଂ ଏହାର ପରିକଳ୍ପନା କଲେ।ଏହାର ଯଥାଶିଘ୍ର ବିଚାର କରାଯିବ ବୋଲି କହିଲେ। କନ୍ଧମାଳ ଜିଲ୍ଲାରେ ଟାୱାର କାମ ଶିଘ୍ର କରିବା ପାଇଁ ମଧ୍ୟ ଦାବୀ ଉପସ୍ଥାପନା କରିଛନ୍ତି ଶ୍ରୀ ମାଝି। ମନ୍ତୀ କହିଲେ ଟାୱାର କାମ ଆରମ୍ଭ ହେଲାଣି ଶିଘ୍ର ସରିବ ଏବଂ ଓଡିଶାରେ 5 ଜି ଶିଘ୍ର ଲାଗୁହେବ ।

loading...

Leave A Reply

Your email address will not be published.