ଉତ୍କଳ କନିକା ଗ୍ୟାଲେରିଆ ମଲରେ କିଡ୍ସ ଫନ୍ ଫିଏଷ୍ଟା
ଭୁବନେଶ୍ବର: କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ କିଡ୍ସ ଫନ ଫିଏଷ୍ଟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୦୦ରୁ ଅଧିକ ପିଲା ଏବଂ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ। ମାସ୍କ ଗାର୍ଲସ୍ ଏବଂ ଉତ୍କଳ ବିଲ୍ଡର୍ସର ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଏହି ଫିଏଷ୍ଟା ଆୟୋଜନ କରାଯାଇଛି।…
Read More...
Read More...