Breaking

ମିସ ଇଣ୍ଡିଆ ଆଇକୋନିକ ଦିଭା ମଡେଲ ଶୋରେ ଓଡିଶା ଝିଅଙ୍କ କମାଲ

ଭୁବନେଶ୍ବର: ଓଡ଼ିଆ ଝିଅ ମୁମ୍ବାଇ ରେ ଦେଖାଇଲେ କମାଲ। ମୁମ୍ବାଇ ରେ ଆୟୋଜିତ ମିସ ଇଣ୍ଡିଆ ଆଇକୋନିକ ଦିଭା ମଡେଲ ଶୋ ପ୍ରତିଯୋଗିତାରେ କ୍ରାଉନ ହାତେଇଛନ୍ତି ଓଡ଼ିଆ ଝିଅ ସଞ୍ଜନା ପ୍ରଧାନ। ସଞ୍ଜନା ଏଵେ ବାଲେଶ୍ୱର ଇଣ୍ଟର ନ୍ୟାସନାଲ ସ୍କୁଲ ର ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ରୀ। ସଞ୍ଜନା ଙ୍କ…
Read More...

ଚତୁଃଦିବସୀୟ ଦିବ୍ୟଜୀବନ ସଂଘ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର, : ଚତୁଃଦିବସୀୟ ଦିବ୍ୟଜୀବନ ସଂଘ ସମ୍ମିଳନୀ ରବିବାର ଅପରାହ୍ନରେ ଶିବାନନ୍ଦ ଶତବାର୍ଷିକ ବାଳକ ବିଦ୍ୟାଳୟ, ଖଣ୍ଡଗିରି ଠାରେ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସାଂସଦ ତଥା ସ୍କୁଲ ଡେଭଲପମେଣ୍ଟ କମିଟି ଉପାଧ୍ୟକ୍ଷ ଡ. ଅଚ୍ୟୁତ ସାମନ୍ତ, ପ୍ରାକ୍ତନ ରାଜ୍ୟ…
Read More...

ଭୁବନେଶ୍ବର ରନ୍‌ୱେ ଓ୍ବିକ୍

ଆକର୍ଷଣୀୟ ଡିଜାଇନ୍‌ ପରିବେଷଣ କଲେ ୬ ଜଣ ଡିଜାଇନ୍‌ର ଭୂବନେଶ୍ୱର:ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଈ ସମସ୍ତେ ଇଛ୍ଛା କରନ୍ତି।ସେଥିପାଈ ନୂଆ ଡିଜାଇନ୍‌ର ପୋଷାକ ପରିଧାନ କରିବାକୁ ସମସ୍ତଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା।ସବୁବର୍ଗର ପିଢିକୁ ନଜରରେ ରଖି ଆଡିକ୍ସନ ଫ୍ୟାସନ୍…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଅପରାହ୍ନରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଛନ୍ତି।ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି…
Read More...

ବିଶ୍ବ ଜଳ ଦିବସ ଅବସରରେ ସମ୍ବାଦ ଡିଜିଟାଲ୍ ର ବି-ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତା ଘୋଷଣା

ଚଳିତ ବର୍ଷ ବିଶ୍ୱ ଜଳ ଦିବସରେ ଜଳ ଏବଂ ପରିମଳ ସଙ୍କଟର ସମାଧାନ ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବାକୁ ଜାତିସଙ୍ଘ ଆହ୍ୱାନ କରିଛନ୍ତି | ଏହି ବିଷୟକୁ ନେଇ ସମ୍ବାଦ ଡିଜିଟାଲ ତରଫରୁ ବି-ସ୍କୁଲ୍ ର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅଭିନବ ପ୍ରତିଯୋଗିତା ଆରମ୍ଭ କରାଯାଇଛି | ବିଶ୍ୱ ଜଳ ଦିବସ…
Read More...