Breaking

ଲଣ୍ଡନ ହାଉସ ଅଫ ଲର୍ଡସ ରେ ରୋଜାଲିନଙ୍କ ବକ୍ତବ୍ୟଲଣ୍ଡନ ହାଉସ ଅଫ ଲର୍ଡସ ରେ ରୋଜାଲିନଙ୍କ ବକ୍ତବ୍ୟ

0

ଲଣ୍ଡନ: “ଲଣ୍ଡନ ହାଉସ ଅଫ ଲର୍ଡସ”ରେ “ସଂସ୍କୃତି ସେଣ୍ଟର ଫର କଲଚରାଲ ଏକ୍ସସେଲେନ୍ସ”ତରଫରୁ ବାରୋନେସ ଲେସିଷ୍ଟାଲଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ହସ୍ତ ଶିଳ୍ପ ଉପରେ ବିଶେଷ ଭାବରେ ବୁଣାକାର ମାନଙ୍କ ପ୍ରଥାକୁ ନେଇ ଏକ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ଏଥିରେ ବିଭିନ୍ନ ଦେଶର ପ୍ରତିନିଧିମାନଙ୍କ ସହିତ ଓଡ଼ିଶାରୁ ଡ଼. ରୋଜାଲିନ ପାଟଶାଣୀ ମିଶ୍ର ଯୋଗଦେଇଥିଲେ l ଶ୍ରୀମତୀ ମିଶ୍ର ନିଜ ବକ୍ତବ୍ୟରେ ବିଶେଷ ଭାବରେ ଓଡ଼ିଶାର ବୁଣାକାରମାନଙ୍କର ଦକ୍ଷତା ଓ କଳା ସହିତ ଭାରତ ଏବଂ ଦକ୍ଷିଣ ଏସିଆର ବୁଣାକାମାନଙ୍କ ଉପରେ ଆଲୋକପାତ କରିଥିଲେ lଶେଷରେ ଡ଼. ରୋଜାଲିନଙ୍କ ବୁଣାକାରମାନଙ୍କ ନିଜସ୍ୱ ଅବଦାନ ତଥା ପଦକ୍ଷେପ ପରିଣୀତି ପାଇଁ ସମ୍ମାନିତ କରାଯାଇଥିଲା l

loading...

Leave A Reply

Your email address will not be published.