ଭୁବନେଶ୍ୱର :ସିସୋର ଚିଟଫଣ୍ଡ ଠକେଇର ବହୁ ଚର୍ଚ୍ଚିତ ଚେହେରା ତଥା ଅଭିଯୁକ୍ତ ଶୁଭଙ୍କର ନାୟକକୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଛି । ଖାରବେଳ ନଗର ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଏନେଇ ଗତକାଲି ରାତିରେ ଉକ୍ତ ମହିଳାଙ୍କ ସହ ତାଙ୍କ ପୁଅ ଭୁବନେଶ୍ୱର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଶୁଭଙ୍କରଙ୍କୁ ଖାରବେଳନଗର ଥାନା ପୋଲିସ ଉଠାଇ ନେଇ ପଚରାଉଚୁରା କରିବା ପରେ ଗିରଫ କରିଥିବା ଜଣାପଡ଼ିଛି। ତେବେ ଏନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରିନି।ପ୍ରକାଶ ଥାଇ କି, ପୂର୍ବରୁ ସିସୋର ଚିଟଫଣ୍ଡ ମାମଲାରେ ଶୁଭଙ୍କର ଜେଲ ଯାଇଥିଲେ ଓ ବେଲରେ ଆସିଥିଲେ ।
Breaking
Managing Life with High LDL Cholesterol: What You Need to KnowIIMT’s Commitment to International Collaboration and Academic ExcellenceMahindra Launches XUV 3XO ‘REVX’ Series Starting at ₹ 8.94 LakhGalaxy Unpacked July 2025: How to Watch Live Streamରହସ୍ୟ ଉପରୁ ପରଦା ହଟିଲା ଅନୁପମ ପଟ୍ଟନାୟକଙ୍କ ଆଗାମୀ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’