Breaking

ପଞ୍ଚଭୂତରେ ଲୀନ ହେବେ ପ୍ରଣବ

ସରକାର ଘୋଷଣା କଲେ ୭ଦିନର ରାଷ୍ଟ୍ରୀୟ ଶୋକ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ସଂସ୍କାର ଆଜି ଲୋଧି ରୋଡ୍‌ ସ୍ଥିତ ଶ୍ମଶାନ ଘାଟରେ କରାଯିବ । ଏହା ପୂର୍ବରୁ ତାଙ୍କର ପାର୍ଥିବ ଶରୀରକୁ କାଲି ସକାଳ ୧୦ ରାଜାଜି ମାର୍ଗରେ ଦର୍ଶନ ପାଇଁ ରଖାଯିବ । ୨୦୧୭ରେ ଦେଶର ସର୍ବୋଚ୍ଚ ପଦରୁ ଅବସର ନେବା ପରେ ପୂର୍ବତନ ରାଷ୍ଟ୍ରପତି ୧୦ ରାଜାଜି ମାର୍ଗ ସ୍ଥିତ ଘରେ ରହି ଆସୁଥିଲେ । ଏହାସହ ପ୍ରଣବ ମୁଖାର୍ଜୀଙ୍କର ନିଧନରେ ସରକାର ୭ଦିନ ରାଷ୍ଟ୍ରୀୟ ଶୋକର ଘୋଷଣା କରିଛନ୍ତି ।

loading...

Leave A Reply

Your email address will not be published.