Breaking

ତିିର୍ତ୍ତୋଲ ତାତି

ତୁହାକୁ ତୁୁହା ବୈଠକ ସହ ପ୍ରସ୍ତୁତ ହେଉଛି ରଣନୀତି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମପଞ୍ଚାୟତର ପୁରିଜେନା ଗ୍ରାମ ୱାର୍ଡ ନମ୍ବର-୬ରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ପୂର୍ବତନମନ୍ତ୍ରୀ ତଥା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର, ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଡଃ ପ୍ରକାଶ ତ୍ରିପାଠୀ, ବିଜୁ ଯୁବଜନତା ଦଳ ସମ୍ପାଦକ ଶ୍ରୀ ସ୍ମୃତି ରଞ୍ଜନ ସାମଲ, ଛାତ୍ର ବିଜେଡ଼ି ଉପସଭାପତି କମଲ୍ ଜ୍ୟୋତି ଦାସ, ଅନନ୍ତ ରେଡ୍ଡୀ, , ଅନିଲ ଦାସ, ଜିଲ୍ଲା ଆଇ ଟି ସେଲ୍ ସଦସ୍ୟ ସୁଜିତ୍ ମହାନ୍ତି, ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଅଦେତ୍ୟ ଖଣ୍ଡୁଆଲ , ସ୍ଥାନୀୟ ବରିଷ୍ଠନେତା ହରେକୃଷ୍ଣ ସେଣ, ସନ୍ଧ୍ୟାରାଣୀ ମହାପାତ୍ର ଓ ବିଜୁ ଜନତା ଦଳର ୬୦ ରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ଯୋଗଦେଇଥିଲେ।

loading...

Leave A Reply

Your email address will not be published.