Breaking

ନବୀନଙ୍କ ହାତରେ ନିଷ୍ପତ୍ତି

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବିନା ଭକ୍ତରେ ହେଲା ସ୍ନାନଯାତ୍ରା। ଏବେ ରଥଯାତ୍ରା ଉପରେ ନଜର । ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ହାଇକୋର୍ଟ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ମାନି ସେତେବେଳର ସ୍ଥିତିକୁ ଦେଖି ସରକାର ରଥଯାତ୍ରା ନେଇ ଚୂଡାନ୍ତ ନିଷ୍ପତି ନେବେ ବୋଲି ସ୍ପଷ୍ଟ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ରଥଯାତ୍ରାରେ ସାମାଜିକ ଦୂରତାକୁ ନଜରରେ ରଖି ଏହାକୁ ବନ୍ଦକରିବାକୁ ଏକ ଆବେଦନ ହୋଇଥିଲା।ତେବେ ମଙ୍ଗଳବାର ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ନିଷ୍ପତି ରାଜ୍ୟ ସରକାର ଙ୍କ ଉପରେ ଛିଡିଛନ୍ତି। ତେବେ ସ୍ନାନଯାତ୍ରା ଭଳି ବିନା ଭକ୍ତରେ ରଥଯାତ୍ରା କରିବାକୁ ଦାବି ହେଉଛି ।ତେବେ ଜୁନ୍ ୨୩ ତାରିଖରେ ରଥଯାତ୍ରା ଥିବାବେଳେ ଯାତ୍ରା ହବକି ନାହି ତାହା ଉପରେ ସମସ୍ତଙ୍କ ନଜର।

loading...

Leave A Reply

Your email address will not be published.