Breaking

ଆଇପିଏଲ୍ ୨୦୨୦ ଚମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପୁଣି ଥରେ ଆଇ ପି ଏଲ ବିଜୟ ମୁକୁଟ ପିନ୍ଧିଲା ମୁମ୍ବାଇ ଇଣ୍ଡିଆନ୍ସ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମ୍ ଠାରେ ଖେଳା ଯାଉଥିବା ଆଇ ପି ଏଲ ର ଫାଇନାଲ ମ୍ୟାଚ୍ ରେ ୫ ମ ଥର ପାଇଁ ବିଜୟୀ ହେଲା ମୁମ୍ବାଇ। ଦିଲ୍ଲୀ କ୍ୟାପିଟାଲ୍ସ କୁ ୫ ୱିକେଟ୍ ରେ ହରାଇ ବିଜୟୀ ହେଲା ରୋହିତ ଶର୍ମା ଙ୍କ ଦଳ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ। ତେବେ ପ୍ରଥମ ୪ ଓଭର ରେ ନିଜ ଦଳର ତିନି ଜଣ ବ୍ୟାଟ୍ସମ୍ୟାନ୍ ଙ୍କୁ ହରାଇବା ପରେ ମଙ୍ଗ ଧରିଥିଲେ ଅଧିନାୟକ ଶ୍ରେୟସ ଆୟର ଓ ଋଷବ୍ ପନ୍ଥ। ୨୦ ଓଭର ରେ ଦିଲ୍ଲୀ ୧୫୬ ରନ କରିଥିବା ବେଳେ ୧୮.୫ ଓଭର ରେ ମୁମ୍ବାଇ ୧୫୭ ରନ କରି ୫ ୱିକେଟ୍ ରେ ବିଜୟୀ ହୋଇଥିଲା। ଟ୍ରେଣ୍ଡ ବୋଲ୍ଟ ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କଳାଯାଇଥିଲା।

loading...

Leave A Reply

Your email address will not be published.