Breaking

ଧନତେରସ ପାଇଁ କମିଶନରେଟ ପୋଲିସ ର ପ୍ରସ୍ତୁତି

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଦୀପାବଳି ପୂର୍ବରୁ ଧନତେରସ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କରୋନା ସଂକ୍ରମଣ ର ହାର କମ୍ ଥିବା ବେଳେ ଦ୍ଵିତୀୟ ଲହରୀ କରୋନା ସଂକ୍ରମଣ ପାଇଁ ଆଶଙ୍କା ବୃଦ୍ଧି ପାଇଛି। ସେହିପରି ଧନତେରସ ଆରମ୍ଭ ହେବା ସହିତ ଗହଣା ଦୋକାନ ମାନଙ୍କରେ ଭିଡ଼କୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଗହଣା ଦୋକାନ ମାନଙ୍କରେ ସାନିଟେଶନ ଏବଂ ସାମାଜିକ ଦୂରତା କୁ ସଠିକ୍ ଭାବେ ପାଳନ କରିବା ପାଇଁ ଗହଣା ଦୋକାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ସାମାଜିକ ଦୂରତା କୁ ଠିକ୍ ଭାବେ ପାଳନ କରି ସୁରକ୍ଷିତ ରହିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରଯାଇଛି।

loading...

Leave A Reply

Your email address will not be published.