ଭୁବନେଶ୍ୱର :ପୁରୀରେ ଗଣଦୁଷ୍କର୍ମକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଆସୁଛି ଦୁଷ୍କର୍ମର ଖବର । ଠିକ୍ ଏହାରି ଭିତରେ ଖୋଦ ରାଜଧାନୀରୁ ମଧ୍ୟ ଆସିଛି ଦୁଷ୍କର୍ମର ଅଭିଯୋଗ । ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୀଡ଼ିତା ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
Breaking
Airtel and Qualcomm to collaborate for 5G in IndiaNila Madhab’s Oscar-race ‘Kalira Atita’ invited for World Premiere in Prague International Film FestivalARTH COMMENCES ITS THIRD EDITION AT THE CULTURE CAPITAL OF INDIA, KOLKATAନୀଳ ମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଓସ୍କାର ପାଇଁ ମନୋନୀତ ହୋଇଥିବାରୁ ବାଲୁକା କଳା ମାଧ୍ୟମରେ ଶୁଭକାମନା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ।ବିଜେବି ସୁପର୍ ଲିଗ୍ ର ପ୍ରଥମ ସଂସ୍ମରଣ ଉଦ୍ଘାଟିତ