Breaking News

ଭାଇରାଲ୍‌ ହେଲା ମହିଳାଙ୍କ ଅଶ୍ଳୀଳ ଭିଡିଓ

0

କେନ୍ଦୁଝର:ମୋବାଇଲ୍‌ରୁ ମୋବାଇଲକୁ ଘୂରି ବୁଲୁଛି ଭାଇରାଲ୍‌ ଭିଡିଓ। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲାରୁ।ପାଟଣା ଅଞ୍ଚଳରେ ଜଣେ ମାଛ ବ୍ୟବସାୟ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ ଏବଂ ଏହାର ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିଥିଲେ। ଯାହା ଏବେ ଭାଇରାଲ୍‌ ହୋଇଯାଇଛି। ୪୨ ସେକେଣ୍ଡର ଏହି ଭିଡିଓରେ କେବଳ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳିଛି।ମହିଳାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ମାମଲା ରୁଜୁ କରିବା ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

You May Like Here:

            ⇓

Leave A Reply

Your email address will not be published.