Breaking

ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ

0

ଭୁବନେଶ୍ବର:ଆସନ୍ତା ୨୫ ତାରିଖରେ ଭୁବନେଶ୍ୱର ଏମସ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ।ଭୁବନେଶ୍ୱର ବିମାନବନ୍ଦର ଠାରୁ ରାଜଭବନ ଓ ଏମସ ପଯ୍ୟର୍ନ୍ତ ସୁରକ୍ଷା ଯାଞ୍ଚ କରିଛି ପୋଲିସ । ମୁତୟନ ହେବେ ୨୫ପ୍ଲାଟୁନ୍‌ ପୋଲିସ ଫୋର୍ସ । ନଜର ରଖିବେ ୮୦ଜଣ ବରିଷ୍ଠ ପୋଲିସ ଅଫିସର । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ ।

loading...

Leave A Reply

Your email address will not be published.