banner
Breaking

ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ

0

ଭୁବନେଶ୍ୱର:କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦିଆଯାଇଛି । ୧୦ଲକ୍ଷ ଟଙ୍କା ନଦେଲେ ହତ୍ୟା କରାଯିବ ବୋଲି ଧମକ ଆସିଛି । ବିଳମ୍ବିତ ରାତିରେ ଏକ ଅଜଣା ଫୋନ ନମ୍ବରରୁ ତାଙ୍କ ପାଖକୁ ଏହି ହତ୍ୟା ଧମକ ମେସେଜ ଆସିଥିଲା ।ପୁରୀଘାଟ ଥାନାରେ ଏନେଇ ସେ ଏତଲା ଦେଇଛନ୍ତି । ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଅନୁଭବ ମହାନ୍ତି ବିଜେଡି ଟିକେଟ୍‌ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି।

Leave A Reply

Your email address will not be published.