Breaking

ଆରପାରିରେ ସୁବାସ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆରପାରିରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହ୍ୱାନ ।କିଛି ଦିନ ହେବ ହେବ ସେ ଅସୁସ୍ଥ ଥିଲେ। ଗତ କିଛି ଦିନ ଧରି ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଭୋର ୩ଟା ୫ରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ଗତ ଏପ୍ରିଲ ୩୦ରେ ସେ ଏଠାରେ ଭର୍ତି ହୋଇଥିବା ବେଳେ ମେ ୫ ତାରିଖରୁ ଭେଂଟିଲେଟରରେ ରହିଥିଲେ । ଆଜି ସେ ପରଲୋକ ଗମନ କରିଛନ୍ତି।ସୁବାସଙ୍କ ଛାଡି ଚାଲିଯିବା ଖବର ପଶ୍ଚିମ ଓଡିଶା ସହ ସାରା ଓଡିଶାର ଜନ ସାଧାରଣଙ୍କୁ ସ୍ତବ୍ଧ କରିଛି।

loading...

Leave A Reply

Your email address will not be published.