Breaking

ମିଳିପାରେ କାଳିଆ ଦର୍ଶନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କୋଭିଡ୍ କଟକଣା ଭିତରେ ଅନ୍ ଲାଇନ୍ ମାଧ୍ୟମରେ ଶ୍ରୀମନ୍ଦିରରେ ପ୍ରଭୂଙ୍କ ଦର୍ଶନ ନେଇ ଚାଲିଛି ବିଚାର ବିମର୍ଶ।ଏନେଇ ଯଦିଓ ପ୍ରଶାଶନ ପକ୍ଷରୁ କୈଣସି ବିଧିବଧ ନୋଟିସ୍ ମିଳିନାହି ତେବେ ଏନେଇ ଜଣେ ବରିଷ୍ଠ ସେବାୟତ ସୂଚନା ଦେଇଛନ୍ତି।ମନ୍ଦିର ଦର୍ଶନକୁ ନେଇ ଏ ପ୍ରସଙ୍ଗ ନିଶ୍ଚିତରୂପେ ଜଗନ୍ନାଥ ପ୍ରେମୀଙ୍କ ପାଇ ଖୁସି ଖବର।

loading...

Leave A Reply

Your email address will not be published.