Breaking

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଯୁବନେତାଙ୍କ ନିଆାରା ପ୍ରୟାସ

ଭିଏସସନଗରେ ମାସ୍କ୍ ,ସାନିଟାଇଜର ଓ ଖାଦ୍ୟ ବଣ୍ଟନ କରି ପାଳିଲେ ଜନ୍ମଦିନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ ଅବସରରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ, ଜୟ ମା ୟୁଥ୍ କ୍ଲବ୍ ଓ ଓଡ଼ିଶା ମୋ ପରିବାର ମିଳିତ ଭାବେ ଭିଏସସନଗର ଅଞ୍ଚଳରେ ଥିବା ବିଭିନ୍ନ ବସ୍ତି ଅଞ୍ଚଳ ଓ ପ୍ରଭୂଜୀ ଈଂଲିସ୍ ମିଡିୟମ୍ ସ୍କୁଲ୍ ସମ୍ମୁଖରେ କରୋନା ସଚେତନତା କରିବା ସହିତ ମାସ୍କ୍, ସନିଟାଇଜର ଓ ଖାଦ୍ୟ ,ବିସ୍କୁଟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ, କ୍ଲୁବ୍ ସଭାପତି ଦୀପକ ନାୟକ, ସୌମ୍ୟ ରଂଜନ ପ୍ରଧାନ, ବିନୋଦ କୁମାର ସାହୁ, ତ୍ରିନାଥ ବସ୍ତି କମିଟି ସଭାପତି ନରେନ୍ଦ୍ର ବିଶ୍ଵାଳ ଓ ସମ୍ପାଦକ , ଯୁବ ବିଜେଡ଼ି ନେତା ଅନନ୍ତ ରେଡ୍ଡୀ, ଶିବାନନ୍ଦ ତାଡ଼, ଲୋକେଶ କୁମାର, ଅକ୍ଷୟ କୁମାର ସ୍ବାଇଁ, ବାଣୀ କଲ୍ୟାଣ ମହାନ୍ତି, ବାବୁ ସାହୁ, ଛାତ୍ରବିଜେଡ଼ି ନେତା ସର୍ବଜିତ୍ ସାହୁ, ସନ୍ତୋଷ କୁମାର ସାହୁ, କୁନୁ, ନଳିନୀ ବେହେରା, ସରୋଜ କୁମାର ରାଉତ, ସୂର୍ଯ୍ୟ ନାରାୟଣ ମହାନ୍ତି, ବାପି, ସୁଶାନ୍ତ ମୁଦୁଲି,ମହିଳା ବିଜେଡ଼ି ନେତ୍ରୀ ସୁଚିତ୍ରା ବେହେରା, ମନୋରମା ସିଂ ପାତ୍ର,କଳ୍ପନା ମହାନ୍ତି ,ସ୍ନେହଲତା ମୁଦୁଲି, ପୁଷ୍ପଲତା ରାଉଳ , ବବିତା ମହାନ୍ତି ପୁଷ୍ପଲତା ନାୟକ ପ୍ରମୁଖ ଯୋଗଦାନ କରିଥିଲେ।

loading...

Leave A Reply

Your email address will not be published.