Breaking

ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

0

ଭୁବନେଶ୍ୱର: ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟ ର 39 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ସେବା ପ୍ରେମକୁ ଆଧାର କରି ଶିବାନନ୍ଦ ଶତ ବାର୍ଷିକ ବିଦ୍ୟାଳୟ ୧୯୮୪ ମସିହାରୁ ଆରମ୍ଭ ହୋଇ ୩୯ ବର୍ଷରେ ପଦାର୍ପଣ କରିଛି । ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଉତ୍କଳ ୟୁନିଭରସିଟି କୂଳପତି ଡ଼କ୍ଟର ସବିତା ଆଚାର୍ଯ୍ୟ, ଅବସରପ୍ରାପ୍ତ ଆଇପିଏସ ଅରୁପ ପଟ୍ଟନାୟକ, ମ୍ୟାନେଜିଂ କମିଟି ରାଜୀବ ଶେଖର ସାହୁ, ବିଦ୍ୟାଳୟ ର ସଭାପତି ସ୍ୱାମୀ ନୀର୍ଲି ନିର୍ଲିପ୍ତାନନ୍ଦ ସରସ୍ୱତୀ ,ସମ୍ପାଦକ ସ୍ୱାମୀ ଜଗନ୍ନାଥନନ୍ଦ ,ସତ୍ୟେନ୍ଦ୍ର ନାରାୟଣ ତ୍ରିପାଠୀ ,ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l

loading...

Leave A Reply

Your email address will not be published.