Breaking

ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ କିଙ୍ଗ୍ ଖାନ୍

0

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ କିଙ୍ଗଖାନ୍ । ହକି ବିଶ୍ବକପ୍ ଉତ୍ସବରେ ସାମିଲ୍ ହେବେ ଶାହାରୁଖ୍ ।ସ୍ବତନ୍ତ୍ର ଭ୍ୟାନିଟି ଭ୍ୟାନ୍ ସହ ଚାଟାର୍ଡ ଫ୍ଲାଇଟରେ ଓଡ଼ିଶାରେ ପହଞ୍ଚିଛନ୍ତି ଶାହରୁଖ୍ । ଅପରାହ୍ନ ୫ଟା ସମୟରେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରିହର୍ସାଲ୍ ପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିଧା କଳିଙ୍ଗ ଷ୍ଟାଡିୟମରେ ଅଣାଯାଇଛି ।ଭୁବନେଶ୍ୱରରେ କିଙ୍ଗ୍ ଖାନ୍ । ହକି ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଉଦଘାଟନୀ ଉତ୍ସବ । ତେବେ ଉତ୍ସବରେ ସାମିଲ୍ ହେବା ପାଇଁ ଗତକାଲିଠୁ ମାଧୁରୀ ଦୀକ୍ଷିତ ଏବଂ ଏଆର ରହେମାନ୍ ଆସି ସାରିଛନ୍ତି ।

loading...

Leave A Reply

Your email address will not be published.