Breaking

କଟକ ଆସିବେ ଭାଇଜାନ୍ : ଭିଡିଓ ଜରିଆରେ କହିଲେ ସଲମାନ୍

0

ଭୁବନେଶ୍ବର:ଆଜି କଳିଙ୍ଗରେ କିଙ୍ଗ ଖାନ, କାଲି ବାରବାଟୀରେ ଭାଇଜାନ। ଆଜି କିଙ୍ଗଖାନକୁ ଷ୍ଟେଜରେ ପାଇ ଝୁମିଥିଲେ ଦର୍ଶକ। ଆସନ୍ତାକାଲି ମଧ୍ୟ ବାରବାଟୀରେ ହକୀ ଉଦଘାଟନୀ ଉତ୍ସବର ମଜା ନେବେ ଦର୍ଶକ ।ଆସନ୍ତାକାଲି ବାରବାଟୀକୁ ସଲମାନ ଆସିବା କଥାନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି… ସଲମାନ ଓଡ଼ିଶା ଆସିବେ ବୋଲି ନିଜେ ଟୁଇଟ୍ କରି କହିଛନ୍ତି।

loading...

Leave A Reply

Your email address will not be published.