Breaking

ଭୁବନେଶ୍ୱରରେ ଯୋଗଗୁରୁ ରାମଦେବ

0

ଭୁବନେଶ୍ୱର : ଭୁବନେଶ୍ୱର ଆସି ପହଞ୍ଚିଛନ୍ତି ବାବା ରାମଦେବ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସମର୍ଥକମାନଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟି(ଏସଓଏ) ଠାରେ ପତଞ୍ଜଳି ତଥା ଭାରତ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ “ଯୁବା ସ୍ୱାବଲମ୍ବନ ସମ୍ମିଳନୀ” ନାମକ ଏକ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷିତ କରିବା ଉଦ୍ଦେଶ୍ୟରେ ରାମଦେବ ଆସିଛନ୍ତି।ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦେଶର ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଥିଲେ ବୋଲି ବାବା ରାମଦେବ କହିଛନ୍ତି । ସେ ତାଙ୍କୁ ଯୋଗ ଶିକ୍ଷା ଦେଇଥିବା କଥା ମଧ୍ୟ ରାମଦେବ କହିଛନ୍ତି ।

loading...

Leave A Reply

Your email address will not be published.