Breaking

ପୋଖରୀପୁଟ ଓଭରବ୍ରିଜ୍‌ରେ ଅଘଟଣ ! ବିଦ୍ୟୁତ ଆଘାତରେ ଯୁବକ ମୃତ

ସନ୍ଧ୍ୟାରେ ଓଭରବ୍ରିଜ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର:ପୋଖରୀପୁଟ ଓଭରବ୍ରିଜ୍‌ର ଉଦଘାଟନ ବେଳେ ଅଘଟଣ ଘଟିଛି। ଲାଇଟ ସଜ୍ଜା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଜୈନେକ ଯୁବକଙ୍କ ମୃତ୍ୟୁ ହୋଇଛି। ଆଜି ସନ୍ଧ୍ୟାରେ ଓଭରବ୍ରିଜ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ବ୍ରିଜରେ ଲାଗିଥିବା ବେଲୁନକୁ ଛିଡ଼ାଇବା ବେଳେ ଲାଇଟ ସଜ୍ଜା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ।

loading...

Leave A Reply

Your email address will not be published.