Breaking

ହେବନାହିଁ ୟୁନିଭରସିଟି ପରୀକ୍ଷା

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: କରୋନା ମହାମାରୀ ସମୟରେ ଶ୍ରେଣୀଗୃହ ପାଠ୍ୟକ୍ରମ ହୋଇନଥିବାରୁ ଚଳିତ ବର୍ଷ ୟୁଜି ଏବଂ ପିଜି ପରୀକ୍ଷା ନ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ଵବିଦ୍ୟାଳୟ କୁଳପତି ମାନଙ୍କୁ ଚିଠି ଲେଖା ଯାଇଛି। ଅନଲାଇନ୍ ରେ ପାଠପଢ଼ା ହେଉଥିବା ବେଳେ ସବୁ ପିଲା…
Read More...

କୃଷକ ଙ୍କ ଭାରତ ବନ୍ଦ ଡାକରା କୁ କଂଗ୍ରେସ ର ସମର୍ଥନ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: କୃଷକ ଆଇନ୍ ବିରୁଦ୍ଧରେ ଭାରତ ବର୍ଷରେ ଆନ୍ଦୋଳନ ତେଜିବାରେ ଲାଗିଛି। ନୂତନ ଭାବେ ପ୍ରଣୟନ ହୋଇଥିବା କୃଷକ ଆଇନ କୃଷକଙ୍କ ସ୍ବାର୍ଥ ବିରୋଧୀ ବୋଲି ପଞ୍ଜାବ ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟର କୃଷକ ମାନେ ମତ ଦେଇଛନ୍ତି। ତେବେ ଏହି ନୂତନ ନିୟମ ଭାରତର କୃଷି…
Read More...

ପୋଲିସ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର- ୧୧୨

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ ।ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ…
Read More...

ଏକାମ୍ରକ୍ଷେତ୍ର ପ୍ରକଳ୍ପ କାମ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ…
Read More...

ଭୁବନେଶ୍ୱର ମଧ୍ୟ ବିଧାୟକ ବାଣ୍ଟିଲେ କରୋନା ସଚେତନତା ବାର୍ତ୍ତା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସମ୍ପାଦକ ତଥା ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ନୟାପଲ୍ଲୀ ୱାର୍ଡ ନଂ୩୯ ଅଧିନରେ ଥିବା ବାଲିତୋଟା ସାହିରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ…
Read More...

ଆଜିଠାରୁ ଆରମ୍ଭ ହେବ କୋଣାର୍କ ଉତ୍ସବ ସହିତ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଭୁବନେଶ୍ୱର:କୋଣାର୍କର ସୂର୍ଯ୍ୟମନ୍ଦିରର ପୃଷ୍ଠଭୂମିରେ କୋଣାର୍କ ନୃତ୍ୟୋତ୍ସବ ଆୟୋଜିତ ହେଉଛି । ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋତ୍କୃଷ୍ଟ ଅନ୍ତର୍ଜାତୀୟ ମନୋହର ବାଲୁକା କଳାର ଅପୂର୍ବ ସମାବେଶ ହେବ । ଏହା ଦର୍ଶକମାନଙ୍କ ନିମନ୍ତେ ସଂପୂର୍ଣ୍ଣ ଦେୟମୁକ୍ତ ରହିବ । ଡିସେମ୍ବର ୧…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସ ପାଳିତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ ୧୯୪୩ ମସିହାରେ ପ୍ରତିଷ୍ଠିତ ରାଜ୍ୟର ସର୍ବ ପୁରାତନ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି ଏହାର ୭୮ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି | ଏହି କାର୍ଯ୍ୟକ୍ରମ କ୍ୟାମ୍ପସର `ନବନିର୍ମିତ ଧର୍ମପଦ କନଭୋକେସନ୍ ହଲରେ ଅନୁଷ୍ଠିତ ହୋଇଥିଲା। ପୂର୍ବତନ…
Read More...

ଅନ୍ତର୍ଜାତୀୟ ୱେବିନାରରେ ଓଡ଼ିଶା କଳା, ହସ୍ତତନ୍ତର ଚର୍ଚ୍ଚା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ : ‘ଉତ୍କଳ ସଂସ୍କୃତି’ ଓ ଲଣ୍ଡନସ୍ଥିତ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ୍ ପକ୍ଷରୁ ଆୟୋଜିତ ୱେବିନାରରେ ଓଡ଼ିଶାର କଳା ଓ ହସ୍ତତନ୍ତକୁ ନେଇ ଚର୍ଚ୍ଚା ହୋଇଛି । ଓଡ଼ିଶାର ସ୍ୱାତନ୍ତ୍ରତାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଏହି ପ୍ରୟାସ କରାଯାଇଛି । ପରିଚୟ ଫାଉଣ୍ଡେସନ…
Read More...

ନବୀନତମ ଜ୍ଞାନକୌଶଳ ଗ୍ରହଣ କରୁଥିବା ବ୍ୟବସାୟିକ ସଂସ୍ଥା ଭାରତର ଆର୍ଥିକ ପୁନରୁଦ୍ଧାର ପାଇଁ ଉପଯୋଗୀ:…

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ନବୀନତମ ଜ୍ଞାନକୌଶଳ ଗ୍ରହଣ କରୁଥିବା ବ୍ୟବସାୟିକ ସଂସ୍ଥା ଭାରତର ଆର୍ଥିକ ପୁନରୁଦ୍ଧାର ପାଇଁ ଉପଯୋଗୀ: ମାଇକ୍ରୋସଫ୍ଟ-ଆଇଡିସି ସର୍ଭେ କରୋନା ମହାମାରୀ ଯୋଗୁ ବିଶ୍ୱବ୍ୟାପି ବ୍ୟବସାୟ ପ୍ରତିଷ୍ଠାନର କାରବାରରେ ବାଧା ସୃଷ୍ଟି ହୋଇଛି । ତେବେ…
Read More...

ନୟାପଲ୍ଲୀ ୱାର୍ଡ଼ ନଂ-୩୯ ରେ କରୋନା ସଚେତନତା କାର୍ଯ୍ୟକ୍ରମ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓ ଭୁବaନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର…
Read More...