Breaking

ପୋଲିସ ଏନକାଉଣ୍ଟରରେ ଦୁଦ୍ଦାନ୍ତ ଅପରାଧୀ ଫିରୋଜ ଆହତ

ଭୁବନେଶ୍ୱର: ନିରାକାରପୁର ରାମେଶ୍ୱର ଛକରେ ଗତକାଲି ବିଳମ୍ବିତ ରାତିରେ ଏନକାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଖଜୁରିଆର ବବୁଲ ଓରଫ ଫିରୋଜ ଖାନ୍ ଆହତ ହୋଇଛି। ବବୁଲ ଗୋଡ଼ରେ ୨ଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବବୁଲକୁ ଭୁବନେଶ୍ୱର ସ୍ଥାନାନ୍ତର
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୭ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ଯୁବକଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ

ମେଷ: ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। ନିକଟ ସଂପର୍କୀୟଙ୍କ ମାଧ୍ୟମରେ ଫାଇଦା ହେବ। ନୂଆ ଘର କିଣିବା ଲାଗି ବିଚାର କରିବେ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। କ୍ୟାରିୟରକୁ ନେଇ କୌଣସି ବଡ଼ ଫଇସଲା ନେଇପାରନ୍ତି। ବୃଷ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ…
Read More...

ଭାରତରତ୍ନ ବାଜପେୟୀଙ୍କୁ ଝୁରୁଛି ସାରା ଦେଶ

ନୂଆଦିଲ୍ଲୀ :ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍‌ସରେ ସେ ଆଖି ବୁଜିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ଗତ ଜୁନ୍‌ ୧୧ ତାରିଖରୁ ସେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିଲେ।ତାଙ୍କ ମୃତ୍ୟୁରେ ଦେଶରେ…
Read More...

ଚିରନିଦ୍ରାରେ ଅଟଳ ! ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ଛୁଟି

ନୂଆଦିଲ୍ଳୀ : ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍‌ସରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଲହରି ଖେଳି ଯାଇଛି। ବାଜପେୟୀଙ୍କ ନିଧନ ପରେ ଏମ୍ସକୁ ନେତା ଓ…
Read More...

ବାଜପେୟୀଙ୍କ ବିୟୋଗରେ ୭ ଦିନର ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଳୀ : ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍‌ସରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା ।ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଲହରି ଖେଳି ଯାଇଛି। ବାଜପେୟୀଙ୍କ ନିଧନ ପରେ ଏମ୍ସକୁ ନେତା ଓ…
Read More...

ପରଲୋକରେ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀ

ନୂଆଦିଲ୍ଲୀ:ଦୀର୍ଘ ଦିନ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ୯୩ ବର୍ଷ ବୟସରେ ଅଟଳ ଗୁରୁବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଲହରି ଖେଳି ଯାଇଛି। ଗତକାଲିଠୁ…
Read More...

କେରଳ ବନ୍ୟା ପୀଡିତଙ୍କ ଲାଗି ୫ କୋଟି ଟଙ୍କା ସହାୟତା ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର:କେରଳରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି । ବର୍ଷାର ତାଣ୍ଡବ ସହିତ ବନ୍ୟାର ବିତ୍ପାତରେ ଦୁର୍ବିସହ ହୋଇପଡ଼ିଛି କେରଳବାସୀଙ୍କ ଜୀବନ । ପ୍ରଳୟଙ୍କାରୀ ବନ୍ୟାରେ ୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ଯାଇ ସାରିଥିବାବେଳେ ହଜାର ହଜାର ଲୋକ ବାସହରା ହୋଇପଡ଼ିଛନ୍ତି ।ଗତକାଲିଠାରୁ…
Read More...

ଶିକ୍ଷକଙ୍କ ଗର୍ଜନରେ ଥରିଲା ଗାନ୍ଧୀମାର୍ଗ

ଭୁବନେଶ୍ୱର: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମଗ୍ର ରାଜ୍ୟରୁ ହଜାର ହଜାର ଶିକ୍ଷକ-ଅଧ୍ୟାପକ ଆସି ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ବ୍ଲକ୍‌ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଭଳି ବିଭିନ୍ନ ଦାବି ନେଇ…
Read More...

ଆଜିଠାରୁ ଆରମ୍ଭ ହେବ ଜିଓଫୋନ-୨ ବିକ୍ରି ! ଜାଣନ୍ତୁ କେଉଁଠି ମିଳିବ, ଦାମ କେତେ

ମୁମ୍ବାଇ :ଆଜି ଦିନ ୧୨ଟାରୁ ଜିଓଫୋନ-୨ର ବିକ୍ରି ଆରମ୍ଭ ହେବ । ଏହା ମାଇଜିଓ ଆପ ଓ ଜିଓଡଟକମରେ ବିକ୍ରି କରାଯିବ । ପୂର୍ବରୁ କମ୍ପାନି ଘୋଷଣା କରିଥିଲା ଯେ ବିକ୍ରି ୧୫ତାରିଖରୁ ଆରମ୍ଭ ହେବ, କିନ୍ତୁ ଏବେ ତାହାକୁ ଗୋଟିଏ ଦିନ ଘୁଞ୍ଚାଇଦିଆଯାଇଛି । ଏହାର ମୂଲ୍ୟ ୨,୯୯୯ ଟଙ୍କା ରହିଥିବାବେଳେ…
Read More...

ଆଜିଠୁ ଗାନ୍ଧୀମାର୍ଗରେ ଦିବାରାତ୍ର ଗଣଧାରଣା ଦେବେ ଏକ ଲକ୍ଷ ଶିକ୍ଷକ-ଅଧ୍ୟାପକ

ଭୁବନେଶ୍ୱର: ଆଜିଠୁ ସ୍ଥାନୀୟ ଗାନ୍ଧୀମାର୍ଗ ପାଲଟିବ ଜନସମୁଦ୍ର । ଲକ୍ଷାଧିକ ଶିକ୍ଷକ ଓ ଅଧ୍ୟାପକମାନେ ସେମାନଙ୍କ ଦାବି ପୂରଣ ନେଇ ଦିନରାତି ଧାରଣା ଦେବେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଆହ୍ଵାନରେ ଏହି ବିଶାଳ ଗଣଧାରଣା ହେବାକୁ ଯାଉଛି। ସମଗ୍ର ରାଜ୍ୟକୁ ୪ ଭାଗରେ…
Read More...