Breaking

ଭୁବନେଶ୍ୱର ରନ୍‌ୱେ ସପ୍ତାହ ଏବଂ କର୍ପୋରେଟ୍ ଆଇକନ୍ ଆୱାଡ୍ସ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବିବାହ ହେଉ କି କୌଣସି ଉତ୍ସବ, ସବୁଥିରେ ସୁନ୍ଦର ଦେଖାଯିବା ପାଇଁ ଲୋକମାନଙ୍କ ଚିନ୍ତା ବଢ଼ିଯାଏ । ନୂଆ ଲୁକ୍ ଆକର୍ଷଣୀୟ ଡିଜାଇନ୍‌ର ପୋଷାକ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ସମସ୍ତଙ୍କର ଥାଏ । ଉଭୟ ପୁଅ ଏବଂ ଝିଅଙ୍କ ଏମିତି ସୌଖିନ ଆଶା…
Read More...

ଅଜିତା ର ଶୁଭାରମ୍ଭ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ମହିଳା ସଶକ୍ତିକରଣ , ମହିଳାମାନଙ୍କ ଉନ୍ନତି ,ଆର୍ଥିକ,ସାମାଜିକ ନ୍ୟାୟ ପାଇଁ କାମ କରିବା ଅଜିତାର ଲକ୍ଷ । ଭୁବନେଶ୍ବର ଡୁମୁଡୁମାସ୍ଥିତ ୬୬ ନମ୍ବର ୱାର୍ଡରେ ସସ୍ମିତା ମିଶ୍ରଙ୍କ ପୌରହିତ୍ୟ ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେଇଛି।ଏଥିରେ ସାଂସଦ ଅପରାଜିତା…
Read More...

ଜାତିଗତ ଜନଗଣନାକୁ ସ୍ୱାଗତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତେଲି ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ…
Read More...

ବଢୁଛି ତାତି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆମେରିକା ଦ୍ବାରା ଇରାନର କମାଣ୍ଡର କାସିମ ସୁଲେମାନିର ମୃତ୍ୟୁ ପରେ ପରିସ୍ଥିତି ବିଗିଡିବାରେ ଲାଗିଛି। ଜବାବରେ ବାଗଦାଦର ଆମେରିକା ଦୂତାବାସ ଉପରେ ଇରାନ୍ କରିଛି ରକେଟ ମାଡ । ଚେତାବନୀ ଦେଇଛନ୍ତ ଆମେରିକାର ମୁଖ୍ୟ ଟ୍ରମ୍ପ୍। ୟୁରୋପୀୟ ସଂଘର ବୈଦେଶିକ…
Read More...

କ୍ରିକେଟକୁ ଇର୍ଫାନଙ୍କ ଅଲବିଦା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କ୍ରିକେଟରୁ ବିଦାୟ ନେଲେ ଇର୍ଫାନ୍। ସବୁ ଫର୍ମାଟ୍ ରୁ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ବିଦାୟ ନେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୩ରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ଆଡିଲେଡ ଓଭାଲଠାରେ ସେ ନିଜର ପ୍ରଥମ ମ୍ୟାଚ ଖେଳି…
Read More...

ବର୍ଷା ଆଲର୍ଟ।୧୧ ଜିଲ୍ଲାକୁ ସତର୍କ ସୂଚନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରାଜସ୍ଥାନରୁ ଝାଡଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରାପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ହାଲକା ବର୍ଷା ଜାରି ରହିଛି । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡିଶାରେ ଘଡଘଡି ସହ ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି । କଳହାଣ୍ଡି,…
Read More...