Breaking

ଅଜିତା ର ଶୁଭାରମ୍ଭ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ମହିଳା ସଶକ୍ତିକରଣ , ମହିଳାମାନଙ୍କ ଉନ୍ନତି ,ଆର୍ଥିକ,ସାମାଜିକ ନ୍ୟାୟ ପାଇଁ କାମ କରିବା ଅଜିତାର ଲକ୍ଷ । ଭୁବନେଶ୍ବର ଡୁମୁଡୁମାସ୍ଥିତ ୬୬ ନମ୍ବର ୱାର୍ଡରେ ସସ୍ମିତା ମିଶ୍ରଙ୍କ ପୌରହିତ୍ୟ ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେଇଛି।ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ , ବାବୁ ସିଂ ,ବନ୍ଦନା ଦାଶ କାନୁନଗୋ ଙ୍କ ସହିତ ପାଖାପାଖି ୨୦୦୦ ମହିଳା ଯୋଗଦେଇଥିଲେ ।

loading...

Leave A Reply

Your email address will not be published.