Breaking

୧୧ ନଂ ୱାର୍ଡରେ ପରିମଳ କାର୍ଯ୍ୟକ୍ରମ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ମହାମାରୀ କରୋନା ସମୟରେ ପରିମଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି | ଏଥିପାଇଁ ବିଜୁ ଜନତା ଦଳ ପକ୍ଷରୁ ରବିବାର ବି ଏମ ସି ର ୧୧ନଂ ୱାର୍ଡରେ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସକାଳୁ ୱାର୍ଡର ବିଭିନ୍ନ ଅଞ୍ଚଳ ସମେତ ଘରକୁ ଘର ବୁଲି ଵି ଜେ ଡ଼ି…
Read More...

ବିଜୁ ଜନତା ଦଳ ବିଧାୟକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଆମ ରାଜ୍ୟ ଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ…
Read More...

ନୟାପଲ୍ଲୀର ନୂଆସାହି ଅଞ୍ଚଳରେ କୁନି କୁନି ପିଲା ମାନଙ୍କୁ ସଚେତନ କରାଇବା ସହ ମାସ୍କ ଓ ପାଠ୍ୟ ଉପକରଣ ବଣ୍ଟନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ୱାର୍ଡ ନଂ-୩୯ ଅଧୀନରେ ଥିବା ନୂଆସାହି ଅଞ୍ଚଳରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ନିର୍ଦ୍ଦେଶ କ୍ରମେ ଯୁବ ସମାଜସେବୀ ତଥା ଭୁବନେଶ୍ବର ଜିଲ୍ଲା କଂଗ୍ରେସ…
Read More...

ଗ୍ଲୋ ଓ ପି ଏସ ଏ ଦ୍ଵାରା ଜାତୀୟ କ୍ରୀଡା ଦିବସ ପାଳନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବିଶ୍ୱ ସ୍ତରରେ ବିଭିନ୍ନ ସମସ୍ୟା କୁ ନେଇ କାର୍ଯ୍ୟ କରୁଥିବା 'ଗ୍ଲୋ ' ଅନୁଷ୍ଠାନ ଓ ପାନପୋଷ କ୍ରୀଡା ସଂଘଟନ ଦ୍ୱାରା ୱେବନାର ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ କୁ ବେଙ୍ଗାଳୁରୁ ରେ ରହି ଗ୍ଲୋ ର ସଦସ୍ୟ ଆଶୁତୋଷ ଦାସ…
Read More...

ଆକାଶଛୁଆଁ ପରିବା ଦର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପରିବା ଦର ୫୦ ଟଙ୍କା ଉପରେ ରହିଛି । ବାଇଗଣ ୬୦ ଟଙ୍କା, ବିମ୍ସ ୧୪୦ ଟଙ୍କା, ଭେଣ୍ଡି ୬୦ ଟଙ୍କା, ଟମାଟୋ ୫୦ ଟଙ୍କା,ଝୁଡଙ୍ଗ ୬୦ ଟଙ୍କା,କଖାରୁ ଦର ୩୦ ଟଙ୍କା ରହିଛି । ବର୍ଷା ଓ ବନ୍ୟା ପାଣି ଯୋଗୁ ଫସଲ ଉଜୁଡିଯିବାରୁ ପରିବା ଦର ବୃଦ୍ଧି ହୋଇଛି ।ସେପଟେ…
Read More...

ଚୀନରୁ ଅଶୋଧିତ ତୈଳ କିଣିବା ବନ୍ଦ କଲା ଭାରତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଚୀନ୍ ସହ ଜଡିତ କମ୍ପାନିଗୁଡିକରୁ ରାଷ୍ଟ୍ରାୟତ୍ତ ତୈଳ ବିଶୋଧନକାରୀ କଂପାନିଗୁଡ଼ିକମାନେ ଅଶୋଧିତ ତୈଳ କିଣିବା ବନ୍ଦ କରି ଦେଇଛନ୍ତି ବୋଲି ସୂତ୍ରରୁ ପ୍ରକାଶ। ଭାରତ ଏବଂ ଚୀନ୍ ମଧ୍ୟରେ ଗଲୱାନ ଘାଟିରେ ସଂଘର୍ଷ ହେବା ପରେ ୨୦ଜଣ ଭାରତୀୟ ଯବାନ ସହିଦ…
Read More...

ନୟାପଲ୍ଲୀ ଥାନା ନୂତନ ଭାରପ୍ରାପ୍ତ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଲେ ସମାଜସେବୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ସମାଜସେବୀ ତଥା ଶ୍ରୀ ମହାବୀର ସାମାଜିକ ସଂଗଠନ ର ସାଧାରଣ ସମ୍ପାଦକ,ଶ୍ରୀ ମହାବୀର ପୂଜା କମିଟି ର କାର୍ଯ୍ୟକାରୀ ସଭାପତି ମିଲନ କୁମାର ପାଇକରାୟ,ସମାଜସେବୀ ଅର୍ଜୁନ ବେହେରା ଆଜି ସାମାଜିକ ଦୂରତା ରକ୍ଷା କରି ନୂତନ କରି ଦାୟିତ୍ୱ ଗ୍ରହଣ କରିଥିବା ନୟାପଲ୍ଲୀ…
Read More...

ପୁଣି ଜଣେ ବିଧାୟକ ଆକ୍ରାନ୍ତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପଟାଙ୍ଗୀ ବିଧାୟକ ପୀତମ ପାଢ଼ୀ କରୋନା ଆକ୍ରାନ୍ତ ହୋଇଛନ୍ତି । ଗତକାଲି ଆଂଟିଜେନ୍ ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିବ ବେଳେ ସେ ଏବେ ଘରୋଇ ସଂଗରୋଧ କେନ୍ଦ୍ରରେ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟର ୮ ବିଧାୟକ କରୋନା ଆକ୍ରାନ୍ତ…
Read More...