Breaking

୪୨ବିଧାୟକ ଓ ୩ ସାଂସଦ କରୋନା ପଜିଟିଭ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆସନ୍ତାକାଲି ୨୯ ତାରିଖ ମଂଗଳବାରରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନ ପୂର୍ବରୁ ବିଭିନ୍ନ ବିଧାୟକ ଓ କର୍ମଚାରୀମାନଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା। ଟେଷ୍ଟ ହୋଇଥିବା ୭୫୭ ଜଣଙ୍କ ମଧ୍ୟରୁ ୧୩୬ ଜଣଙ୍କର ପଜିଟିଭ୍‌ ବାହାରିଥିଲା।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି- ବର୍ତ୍ତମାନ ସୁଦ୍ଧା ୪୨ ଏମ୍‌ଏଲ୍‌ଙ୍କ ଦେହରେ କରୋନା ଭୂତାଣୁ ରହିଥିବା ଜଣାପଡ଼ିଛି।
ସେମାନଙ୍କ ମଧ୍ୟରେ ରହିଛନ୍ତି…

ଉମାକାନ୍ତ ସାମନ୍ତରାୟ (ସତ୍ୟବାଦୀ, ପୁରୀ)
ଦେବୀ ମିଶ୍ର (ବଡ଼ମ୍ବା)
ପ୍ରମିଳା ମଲ୍ଲିକ (ବିଂଝାରପୁର)
ସନାତନ ବିଜୁଲି (ବଡସାହି, ମୟୂରଭଂଜ)
ସୁଶାନ୍ତ ରାଉତ (ଭୁବନେଶ୍ବର ଉତ୍ତର)
ଅନନ୍ତ ନାରାୟଣ ଜେନା( ଭୁବନେଶ୍ବର ମଧ୍ୟ)
ବିକ୍ରମ ପଣ୍ଡା ( ବ୍ରହ୍ମପୁର)
ବ୍ୟେମକେଶ ର‌ାୟ (ଚାନ୍ଦବାଲି)
ପ୍ରଦୀପ ମହାରଥୀ (ପିପିଲି)
ଶଙ୍କର ଓରାମ (ବୀରମିତ୍ରପୁର)
ଆଦିତ୍ୟ ମାଢ଼ି (ମାଲକାନଗିରି)
ଟୁକୁନି ସାହୁ (ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ)
ଜ୍ୟୋତିପ୍ରକାଶ ପାଣିଗ୍ରହୀ (ପର୍ଯ୍ୟଟନମନ୍ତ୍ରୀ)
ପଦ୍ମିନୀ ଦିଆନ (ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ)
ଅରୁଣ କୁମାର ସାହୁ (୍ଉଚ୍ଚଶିକ୍ଷା ମନ୍ତ୍ରୀ)
ସୁଶାନ୍ତ ସିଂହ (ଶ୍ରମ ମନ୍ତ୍ରୀ)

ଏମାନଙ୍କ ବ୍ୟତୀତ ୩ ସାଂସଦ ମଧ୍ୟ ସଂକ୍ରମିତ ହୋଇଛନ୍ତି।*
ସେମାନେ ହେଲେ…
୧ ସୁରେଶ ପୂଜାରୀ- ବରଗଡ଼
୨ ମଂଜୁଲତା ମଣ୍ଡଳ- ଭଦ୍ରକ
୩ ରମେଶ ମାଝୀ- ନବରଂଗପୁର

loading...

Leave A Reply

Your email address will not be published.