କୋଣାର୍କ:କୋଣାର୍କ ସ୍ଥିତ ଯାତ୍ରୀନିବାସ ପରିସରରେ ଟ୍ୟାଲେଣ୍ଟ ଓଫ୍ ଓଡିଶା ପକ୍ଷରୁ’ ମୁ ବି ଷ୍ଟାର ସିଜିନ ୧ ‘ର ପ୍ରତିଭା ଅନ୍ବେଷଣ କରିବା ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜସେବି ରାମକୃଷ୍ଣ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ପ୍ରଯୋଜକ ଶ୍ରୀଧର ମାର୍ଥା ,ଅଭିନେତ୍ରୀ ସମିତା ମଣ୍ଡଳ,ଯୁବ ସିନେ ନିର୍ଦେଶକ ସାଗର ପ୍ରଧାନ ,ଓଡିଶା ନ୍ୟୁଜ ଟୁଡେର ସହ-ସଂମ୍ପାଦକ ରାଜୀବ ନୟନ ,ଓଡିଶା ଚଏସ୍ ର ସମ୍ପାଦକ ସାରଦା କର, ଅମରେସ୍ ପତ୍ରି ଓ ଅମିଠି କୁରା ପ୍ରମୁଖ ଯୋଗ ଦେଇଥିଲେ।ସମାଜରେ ଥିବା ଲୁକାୟିତ ପ୍ରତିଭାଙ୍କୁ ଏହି କାର୍ଯ୍ୟକ୍ରମର ଅଡିସନ୍ ମାଧ୍ୟମର ଚୟନ କରାଯାଇ ସେମାନଙ୍କର ବହୁମୂଖି ପ୍ରତିଭାର ବିକାଶ ଦିଗ ନିମନ୍ତେ ବିଶେଷ ପଦକ୍ଷେପ ନିଆଯିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁନିଲ କୁମାର ଲେଙ୍କା ପରିଚାଳନା କରିଥିଲେ।
Breaking
ପଟିଆରେ ଖୋଲିଲା ରୋଜ୍ ଟ୍ରାନ୍ସଫରମେସନ୍ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା – ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜApollo Hospitals, Bhubaneswar Launches Comprehensive Liver Transplant Programପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଝଲସିଲା ମହିଳା ସଶକ୍ତିକରଣବୟୋଜ୍ୟେଷ୍ଠ, ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ, ଆଦର ଦେଉଥିବା ସମାଜ ହେଉଛି ଏକ ଆଦର୍ଶ ସମାଜ- ମୁଖ୍ୟମନ୍ତ୍ରୀ